ମହିଳାଙ୍କ ଉପରେ ଚଢ଼ିଗଲା ହାଇଓ୍ବା, ଚାଲିଗଲା ଜୀବନ

ପାରାଦୀପ ୨୮।୮: ମହିଳାଙ୍କ ଉପରେ ଚଢ଼ିଗଲା ଗାଡ଼ି। ପାରାଦୀପ ଅଠରବାଙ୍କୀ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଡ଼ି ଗ୍ୟାରେଜ ପରିସରରେ ଏହି ଅଘଟଣ ଦେଖିବାକୁ ମିଳିଛି। ଏକ ହାଇଓ୍ବା ଗାଡ଼ି ବ୍ୟାକ କରୁଥିବା ସମୟରେ ଗାଡ଼ି ପଛରେ ଛିଡ଼ା ହୋଇଥିବା ମହିଳା ଜଣଙ୍କ ଉପରେ ଗାଡ଼ିଟି ମାଡ଼ି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୄତ୍ୟୁ ହୋଇଛି।

ତେବେ ମୄତ ମହିଳା ଜଣ ହେଉଛନ୍ତି ସବିତା ଦାସ। ତାଙ୍କ ଘର ଅଠରବାଙ୍କୀ ଲକ୍ ପଡା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନାର ପୋଲିସ୍ ପହଞ୍ଚି ମୃତଦେହ ଜବତ କରିଛି। ଏହା ସହିତ ହାଇଓ୍ବା ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

   ସମ୍ବନ୍ଧିତ ଖବର


ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…

ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍‌ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଳରେ ରହିବ’

ବନ୍ଧା ହେଲା କୋକେଇ, ମିଳିଲା ଚାରି କାନ୍ଧ: ଶ୍ମଶାନରେ ‘ଶୁଆ’କୁ ହିନ୍ଦୁ ରୀତିନୀତି ଅନୁଯାୟୀ କରାଗଲା ଦାହ ସଂସ୍କାର

କୋଣାର୍କ ମହୋତ୍ସବ ବନ୍ଦ ଲାଗି ହାଇକୋର୍ଟରେ ଆଉ ଏକ ମାମଲା

ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କଲା ଧୋକାବାଜ୍‌ ପ୍ରେମିକ: ଥାନାରେ ଅଭିଯୋଗ ପରେ ବି ଯୁବକକୁ ବାନ୍ଧିବା ପାଇଁ କୁନ୍ଥ କୁନ୍ଥ ହେଲା ପୁଲିସ୍, ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରୀ କଲେ ପୀଡ଼ିତା

ଅପରେସନ ଟେବୁଲରେ ଆଖିବୁଜିଲେ ମା’ ଓ ଶିଶୁ: ଡାକ୍ତରଙ୍କ ଅବହେଳା ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା