ରାନୁଙ୍କ ଧୁନରେ ଝୁମୁଛନ୍ତି ମମତା ଓ କେଜ୍ରିୱାଲ !

ଭୁବନେଶ୍ୱର ୨୯/୮: ସୋସିଆଲ ମିଡିଆରେ ଭାଇରାଲ ହେବାରୁ ବିରାମ ନେଉନି ରାନୁ ମଣ୍ଡଲଙ୍କ ଗୀତ ‘ତେରି ମେରି କାହାନୀ’ । ତାଙ୍କ ଗୀତକୁ ନେଇ ଅନେକ ୟୁଜର୍ସ ଟିକଟକ୍ ଭିଡିଓ ବନାଇବାରେ ଲାଗିଛନ୍ତିନିକଟରେ କମେଡିଆନ୍ ପପୁ ପମ୍ ପମ୍ ରାନୁଙ୍କୁ ନକଲ କରି ବିବାଦ ଘେରକୁ ପଶିଆସିଥିଲେ । ଅବଶ୍ୟ ପରେ ସେ ଏଥିପାଇଁ ଭୁଲ୍ ମାଗିଥିଲେ । ଏବେ ସେହି ଗୀତରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ଭିଡିଓରେ ମମତା କୌଣସି ଏକ ସ୍ଥାନରେ ଭାଷଣ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । କିନ୍ତୁ ତାଙ୍କ ପ୍ରକୃତ ଭଏସ୍ ବଦଳରେ ରାନୁଙ୍କ ଗୀତ ତେରିମେରି ଏବଂ ସେହିଭଳି କେଜ୍ରିୱାଲଙ୍କ ଭଏସ୍ ବଦଳରେ ହିମେଶ ରେଶମିୟାଁଙ୍କ ସ୍ୱର ଶୁଣିବାକୁ ମିଳୁଛି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

   ସମ୍ବନ୍ଧିତ ଖବର


ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ହ୍ରିତିକ୍‌ ରୋଶନଙ୍କ ମାଆ କଲେ ପୋଷ୍ଟ – କହିଲେ , ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି …କିନ୍ତୁ

ମକର ସଂକ୍ରାନ୍ତିରେ ପରଦାକୁ ଆସିବ ‘ହାତୀ ମେରେ ସାଥୀ’

‘ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’ ଈପ୍‌ସିତା

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଭଲ ପାଉଛନ୍ତି ପରିଣିତି ଚୋପ୍ରା, ସବୁ ଜାଣି ବି ଚୁପ୍ ଅଛନ୍ତି କରୀନା !