ନାବାଳିକାଙ୍କୁ ମାସ ମାସ ଧରି ଦୁଷ୍କର୍ମ କରୁଥିଲା ୪ଟି ପିଲାର ବାପା ! ଗିରଫ

ପାକୁଡ଼ – ଝାଡ଼ଖଣ୍ଡର ପାକୁଡ଼ ଜିଲ୍ଲାର ମୁଫସ୍ସିଲ  ଥାନା ଅଞ୍ଚଳରୁ ଆସିଛି ଏହି  ଖବର ।  ପୃଥ୍ୱୀନଗର ଗାଁ  ନିବାସୀ  ୪୦ବର୍ଷିୟ ଜଣେ ବ୍ୟକ୍ତି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି । ଲଜ୍ଜା ! ୭୦ବର୍ଷିୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରି ନିର୍ମମ ହତ୍ୟା

ସୂଚନା ମୁତାବକ, ଅଭିଯୁକ୍ତ ଶମୁଉଲ ଶେଖ୍‌ ଯିଏକି ୪ଟି ପିଲାର ବାପା । ସେ ପଡ଼ୋଶୀ ଗାଁର ୧୬ବର୍ଷିୟା ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଅନେକ ମାସ ଧରି ଶାରୀରିକ ସଂପର୍କ ରଖିଥିଲେ । ପୁଲିସ୍‌ ଏହାକୁ ପକ୍ସୋ ଅଧିନିୟମ ଅନୁସାରେ ଗିରଫ କରି ଶୁକ୍ରବାର ଜେଲ୍‌ ପଠାଇ ଦେଇଛି ।

ମୁଫସ୍ସିଲ ଥାନା ପ୍ରଭାରୀ ଦିଲୀପ କୁମାର ମାଲବୀୟ କହିଛନ୍ତି କି ନାବାଳିକାଙ୍କ ତରଫରୁ ପୁଲିସରେ ଏତଲା ଦିଆଯାଇଥିଲା । ଏହାପରେ ପକ୍ସୋ ନିୟମ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଜେଲ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ