PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମହିଳାଙ୍କ ୪ ଶହ ଅନ୍ତବସ୍ତ୍ର ସହ ଗିରଫ ହେଲା ଏହି ଯୁବକ, ଦୁଷ୍କର୍ମ କରିବାକୁ କରୁଥିଲା ଷଡଯନ୍ତ୍ର…

ୱାଶିଂଟନ୍: ଆମେରିକାର ଆଲାବାମା ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୋଲିସ ଜଣେ ଅଭିଯୁକ୍ତଙ୍କ ଘରୁ ୪୦୦ ମହିଳା ଅନ୍ତବସ୍ତ୍ର ଉଦ୍ଧାର କରିଛି । ମାମଲାର ଖୁଲାସା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ଏହି ବ୍ୟକ୍ତି କାହିଁକି ମହିଳାଙ୍କ ଅନ୍ତବସ୍ତ୍ରକୁ ଘରେ ରଖିଥିଲେ ?

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପୋଲିସ ୨୭ ବର୍ଷିୟ ଜନ୍ ଉଦଙ୍କୁ ଗିରଫ କରିଛି । ଜୁଲାଇ ୧୦ ରେ ଜଣେ ମହିଳାଙ୍କୁ ନିଜର ଲୋଭର ଶିକାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ତା’ପରେ କୌଣସି ପ୍ରକାରେ ପୀଡିତା ନିଜକୁ ଅଭିଯୁକ୍ତ କବଳରୁ ମୁକ୍ତ କରିଥିଲେ । ଏହି ସମୟରେ ସେ ମଧ୍ୟ ଆହତ ହୋଇଥିଲେ । ପୋଲିସ କହିଛି ଯେ ଅଭିଯୁକ୍ତ ଜନ୍ ମହିଳାଙ୍କ ଘରେ ଜବରଦସ୍ତ ପ୍ରବେଶ କରିଥିଲେ ।

ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଜନ୍ ୨୦୧୯ ମସିହାରେ ଲଣ୍ଡ୍ରିରୁ ମହିଳାଙ୍କ ଅନ୍ତବସ୍ତ୍ର ଚୋରି କରିଥିଲେ, ସେଥିମଧ୍ୟରୁ ୪୦୦ ଟି ଅନ୍ତବସ୍ତ୍ର ଅଭିଯୁକ୍ତଙ୍କ ଘରୁ ଉଦ୍ଧାର କରାଯାଇଛି । ରିପୋର୍ଟ ଅନୁଯାୟୀ, ବିନା ଅନୁମତିରେ ଅନ୍ୟ ଘରେ ଘରେ ନଜର ରଖିବା, ବଳାତ୍କାର ଉଦ୍ୟମ ଏବଂ ଅନ୍ୟାନ୍ୟ ମାମଲାରେ ପୋଲିସ ଅଭିଯୁକ୍ତ ଜନ୍‌ଙ୍କ ବିରୋଧରେ ୫୦ ଟି ମାମଲା ରୁଜୁ କରିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଜନ୍‌ଙ୍କୁ ଗିରଫ କରାଯାଇଛି । ତାଙ୍କୁ ପଚରାଉଚରା ଚାଲିଛି । ଜନ୍‌ଙ୍କ ଘରେ ଖୋଜାଖୋଜି ବେଳେ ପୋଲିସ ମହିଳାଙ୍କ ଅନ୍ତବସ୍ତ୍ର ଉଦ୍ଧାର କରିଥିଲା । ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ ।

ସମ୍ବନ୍ଧିତ ଖବର