ପ୍ରମୁଖ ଖବର
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଚାଲି ଚାଲି ଯାଉଥିଲେ, ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ଭୁବନେଶ୍ବର,୧୯।୧୧ ପାହାଳ ନିକଟରେ  ଜଣେ ବ୍ୟକ୍ତି ଚାଲିଚାଲି ଯାଉଥିବା ବେଳେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ  ନହରକଣ୍ଟା ଅଞ୍ଚଳର ବଦ୍ରୀନାଥ ପାତ୍ର  (୩୫) । ଦୁର୍ଘଟଣା ପରେ  ଦୀର୍ଘ ସମୟ ଧରି ରାସ୍ତାରେ ଜାମ ହୋଇ ରହିଥିଲା।  ଏପରିକି ଜରୁରୀ କାଳୀନ ଗାଡି  ଅଟକି ରହିଥିଲା ।  ଘଟଣା ସ୍ଥଳରେ ପାହାଳ ପୁଲିସ ପହଂଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ  ରାସ୍ତାରୁ ଜାମ ହଟିଥିଲା।  

ଆହୁରି ପଢନ୍ତୁ : ଗାଧୋଇବା ବେଳେ ପୋଖରୀରେ ବୁଡି ୨ ଭଉଣୀ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.