PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଲିଭ୍ ଇନ୍ ପାର୍ଟନରଙ୍କ ୧୬ବର୍ଷୀୟା କନ୍ୟାକୁ ଦୁଷ୍କର୍ମ କରିଛି ପ୍ରେମିକ

source:www.deccanchronicle.com

ନୋଏଡା,୨୧।୨: ଲିଭ୍ ଇନ୍ ପାର୍ଟନରଙ୍କର ୧୬ବର୍ଷୀୟ କନ୍ୟା ସହିତ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଘଟଣା ପରେ ପୀଡ଼ିତାଙ୍କୁ ପୁଲିସ ଏକ ମହିଳା ସେଲଟର ହୋମରେ ରଖିଥିବା ଜଣାଯାଇଛି।

ପୁଲିସ ସୁତ୍ରରୁ ପ୍ରକାଶ ଯେ, ନୋଏଡାର ରାସ୍ତାରେ ବୁଲୁଥିବା ବେଳେ ପୀଡ଼ିତାଙ୍କୁ ପୁଲିସ ସେଲଟର ହୋମରେ ରଖିବାପରେ ପଚରାଉଚୁରା କରିଥିଲା। ସେତେବେଳେ ୧୬ବର୍ଷୀୟା ନାବାଳିକା କହିଥିଲେ ଯେ, ତାଙ୍କ ସହ ଦୁଷ୍କର୍ମ ହୋଇଛି। ପୀଡ଼ିତାଙ୍କର ମା କାଠମାଣ୍ଡୁରୁ ଗୁରୁଗ୍ରାମରେ ଆସି ଜଣେ ବ୍ୟକ୍ତି ସହିତ ଲିଭ୍ ଇନ୍ ରହୁଥିଲେ। ଉକ୍ତ ବ୍ୟକ୍ତିଙ୍କୁ ମାଆ ନିଜର ଭାଇ ବୋଲି ପରିଚୟ ଦେଉଥିଲେ। ଗତ ଦୁଇ ମାସ ଭିତରେ ଅଭିଯୁକ୍ତ ଅନେକ ଥର ପୀଡିତାଙ୍କ ସହ ଦୁଷ୍କର୍ମ କରିଛି। ଏସବୁ କଥା ଜାଣିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଇପିସିର ଧାରା ୩୯, ୩୭୯ ଏବଂ ପୋସ୍କୋ ଆଇନର ଧାରା ୩, ୪ ଅନୁଯାୟୀ ମାମଲା ରୁଜୁ କରିଛି।