ପୁରୁଷ ବିହୀନ ଗାଁ, ୩୦ବର୍ଷ ହେବ ରହୁଛନ୍ତି ମହିଳା

କେନିଆ ୧୨/୩: ଉତ୍ତର କେନ୍ୟାରେ ଥିବା ଉମୋଜା ଗ୍ରାମରେ ୩୦ ବର୍ଷ ହେବ କେହି ପୁରୁଷ ନାହାନ୍ତି । ସେଠାରେ ଥିବା ମହିଳା ଚାଷ କରିବା ସହିତ ଗ୍ରାମ ବାହାରକୁ ଯାଇ ଶସ୍ୟ ବିକ୍ରି କରି ଚଳିଥାନ୍ତି । ଏହାସହିତ ଗ୍ରାମର ସୁରକ୍ଷା କରିଥାନ୍ତି । ଏକ ସର୍ଭେ ଅନୁସାରେ, ୨୦୧୫ ମସିହାରେ ଗ୍ରାମର ମହିଳାଙ୍କ ସଂଖ୍ୟା ୪୭ ଥିଲା । ଏବେ ସଂଖ୍ୟା କ୍ରମଶଃ ବଢ଼ି ପ୍ରାୟ ଏକ ଶହ ଉପରକୁ ରହିଛି ।

ଏହି ଗ୍ରାମ ୧୯୯୦ ମସିହାରେ ଗଠିତ ହୋଇଥିଲା । ଦୁଷ୍କର୍ମର ଶିକାର ହୋଇଥିବା ୧୫ ଜଣ ମହିଳାମାନେ ମିଶି ଏହି ଗ୍ରାମ ଗଠନ କରିଥିଲେ ।

ଏହାପରେ ପୁରୁଷଙ୍କ ଦ୍ୱାରା ପ୍ରତାଡ଼ିତ ମହିଳା ଓ ଝିଅମାନେ ସେହି ଗ୍ରାମରେ ରହିବାକୁ ଲାଗିଲେ। ୧୬ ବର୍ଷ ବୟସ୍କଙ୍କଠାରୁ ଆରମ୍ଭ କରି ୮୦ ବର୍ଷ ବୟସ୍କ ମହିଳା ଏବେ ଗ୍ରାମରେ ରହୁଛନ୍ତି। ସେମାନେ ନିଜ ଗ୍ରାମରେ ପୁରୁଷଙ୍କୁ ନିଷେଧ କରିବା ସହିତ ଯେଉଁମାନେ ବିବାହ କରିବାକୁ ଚାହାନ୍ତି ସେମାନଙ୍କୁ ଗ୍ରାମରୁ ବହିଷ୍କାର କରିଥାନ୍ତି ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

କରୋନା ଭୟ, ମାସ୍କ ପିନ୍ଧି ଭୋଜିରେ ଖାଉଛନ୍ତି ବ୍ୟକ୍ତି- ଦେଖନ୍ତୁ ଭିଡିଓ

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..