PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଯୁବତୀଙ୍କ ସହ ପ୍ରେମ ସଂପର୍କ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା , କୁଅରେ ଫିଙ୍ଗିଲେ ଶବ

ବିଜୟାପୁରା (କର୍ଣ୍ଣାଟକ) : କର୍ଣ୍ଣାଟକର ବିଜୟାପୁରାରେ ମୁସଲିମ୍‌ ଯୁବତୀଙ୍କୁ ପ୍ରେମ କରିବା କାଳ ସାଜିଛି । ଜଣେ ଯୁବକଙ୍କୁ ଜୀବନ ଦେବାକୁ ପଡ଼ିଛି । ଅଭିଯୋଗ ମୁତାବକ ଯୁବତୀଙ୍କର ଘର ଲୋକ ସଂପର୍କୀୟଙ୍କ ସହ ମିଶି ସଂପୃକ୍ତ ଯୁବକଙ୍କୁ ପିଟିପିଟି ମାରି ଦେଇଛନ୍ତି । ତାଙ୍କର ଶବକୁ ସେଠାରେ ଥିବା ଏକ କୁଅରେ ପକାଇ ଦେଇଥିଲେ । ପୁଲିସ୍‌ ରବିବାର ଏହି ସୂଚନା ଦେଇଛି ।

ସୂଚନା ଆଧାରରେ ୩୪ ବର୍ଷିୟ ରବି ନିମ୍ୱାରଗି ୨୧ ଅକ୍ଚୋବରରୁ ନିଖୋଜ ଥିଲେ । ତାଙ୍କର ପରିବାର ଲୋକେ ପୁଲିସ୍‌କୁ ଅଭିଯୋଗ ଦେଇ ସନ୍ଦେହ କରିଥିଲେ କି ଯୁବତୀଙ୍କ ସଂପର୍କୀୟମାନେ ତାଙ୍କୁ ହତ୍ୟା କରିଛନ୍ତି । ଏହାପରେ ପୁଲିସ୍‌ ୩ଟି ଟିମ୍‌ ଗଠନ କରି ଯୁବକଙ୍କ ତଲାସ ଆରମ୍ଭ କରିଦେଇଛି । ରବିବାର ସକାଳେ ରବିଙ୍କର ଶବ ବାଲାଗାନୁର ଗାଁରେ ଏକ କୁଅରୁ ଉଦ୍ଧାର ହୋଇଥିଲା ।

ସେପଟେ ପୁଲିସ୍‌ ଯୁବତୀଙ୍କର ଭାଇ ଓ ଦାଦାଙ୍କୁ ହତ୍ୟା , ଅପରାଧିକ ଯୋଜନା ଓ ପ୍ରମାଣକୁ ଲୁଚେଇବା ଅଭିଯୋଗରେ ଗିରଫ କରିନେଇଛି । ରବିଙ୍କର ସଂପର୍କୀୟ ଶଶିଧର  କହିଛନ୍ତି କି ଉଭୟ  ୨ବର୍ଷରୁ ପରସ୍ପରକୁ ଭଲ ପାଉ ଥିଲେ । ସେ କହିଥିଲେ କି  ଅଭିଯୁକ୍ତ ବ୍ୟକ୍ତିମାନେ ଓ ତାଙ୍କର ସଂପର୍କୀୟମାନେ ଅନେକ ସ୍ଥାନରେ ପ୍ରେମିକକୁ ଗୁରୁତର ପରିଣାମ ଭୋଗିବାର ଚେତାବନୀ ଦେଇଥିଲେ , ହେଲେ ସେ ଏହାକୁ ଧ୍ୟାନ ଦେଇନଥିଲେ ।

ସମ୍ବନ୍ଧିତ ଖବର