PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ନାବାଳିକା ସଂପର୍କୀୟ ଭଉଣୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

Representative image

ଭାଦୋହି , ୧୯ ଅଗଷ୍ଟ –   ନାବାଳିକା ସଂପର୍କୀୟ ଭଉଣୀଙ୍କୁ ଦୁଷ୍କର୍ମ ।  ଜଣେ ବ୍ୟକ୍ତି  ୧୫ ବର୍ଷିୟା ବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ଦିନ ଗିରଫ ହୋଇଛନ୍ତି । ପୁଲିସ୍‌ ସୂତ୍ରରୁ ଏହି ସୂଚନା ମିଳିଛି ।  

ଘଟଣାଟି ସାମନାକୁ ସେତିକି ବେଳେ ଆସିଥିଲା , ଯେତେବେଳେ ନାବାଳିକା କଷ୍ଟ ଅନୁଭବ କଲେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର  କହିଥିଲେ କି ବନାବାଳିକା ୭ ମାସର ଗର୍ଭବତୀ ଅଛନ୍ତି ।  ଏକଥା ସର୍କଲ ଅଫିସର କାଲୁ ସିଂହ କହିଥିଲେ । ଦୁଷ୍କର୍ମ ଅଭିଯୋଗରେ କୋଚିଂ ସେଣ୍ଟର ମ୍ୟାନେଜର ଗିରଫ

Cousin held for minor's rape

ଉକ୍ତ ଘଟଣାଟି ଜିଲ୍ଲାର ୟୁପିର ଜ୍ଞାନପୁର ପୁଲିସ୍‌ ଷ୍ଟେସନ ଅଧିନରେ ଥିବା ଗୋଟିଏ ଗାଁରେ ଘଟିଛି। ନାବାଳିକା ଜଣଙ୍କ କହିଥିଲେ କି ତାଙ୍କର ସଂପର୍କୀୟ ଭାଇ ତାଙ୍କୁ ବହୁ ଦିନ ଧରି ଦୁଷ୍କର୍ମ କରୁଥିଲେ ଏବଂ ଯଦି ଅନ୍ୟ କାହାକୁ କହିଲେ ମାରି ଦେବାର ଧମକ ଦେଇଥିଲେ ବୋଲି  ପୁଲିସ୍‌  କହିଛି।

ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାକୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର