PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଜେଡି ଓ କଂଗ୍ରେସ ଛାଡି ପଦ୍ମ ଧରିଲେ ଶତାଧିକ କର୍ମୀ

ପାରାଦୀପ ୧୪/୪: ବିଜେଡି ଓ କଂଗ୍ରସ ଛାଡି ବିଜେପିରେ ମିଶିଲେ ଶତାଧିକ କର୍ମୀ । ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେପିରେ ମିଶିଛନ୍ତି ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ । କୁଜଙ୍ଗ ବ୍ଲକ୍ ଜିଲ୍ଲାନାସୀ ପଞ୍ଜାୟତର ବିଜେଡି ସମିତି ସଭ୍ୟ ଚିନ୍ମୟ କୁମାର ଓ ତାଙ୍କର ଶତାଧିକ ସମର୍ଥକ ବିଜେପି ଦଳରେ ଯୋଗ ଦେଇଛନ୍ତି ।

ସେହିପରି ପାରାଦୀପ ପୌରପରିଷଦର କଂଗ୍ରେସ ଦଳର ପୂର୍ବତନ ପାରିଷଦ ପ୍ରଫୁଲ ପରିଜା ଓ ତାଙ୍କର ସମର୍ଥକ ମାନଙ୍କ ସହ ଆସି ପାରାଦୀପ ଜିରୋ ପଏଣ୍ଟ ନିକଟରେ ଥିବା ବିଜେପି କାର୍ଯ୍ୟ।ଳୟରେ ଯୋଗଦେଇଥିଲେ । ପାରାଦୀପରେ ଯୁବନେତା ତଥା ବିଧାନସଭା ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କ ଉପରେ ଆସ୍ଥା ପ୍ରକଟ କରି ଏବଂ ଦଳକୁ ଅଧିକ ସୁଦୃଢ କରିବା ପାଇଁ ସେମାନେ ଦଳରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର