PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଜଟଣୀ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ବିରୋଧ, ଶହଶହ କର୍ମୀ ଦଳ ଛାଡି କଂଗ୍ରେସରେ ମିଶିଲେ

ଭୁବନେଶ୍ୱର ୭/୪: ଜଟଣୀରେ କଂଗ୍ରେସର ମିଶ୍ରଣ ପର୍ବ । ମିଶ୍ରଣ ପର୍ବରେ କଂଗ୍ରେସରେ ମିଶିଲେ ବହୁ ନେତା ଓ କର୍ମୀ । ମିଶ୍ରଣ ପର୍ବରେ ଜଟଣୀ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ନେତା ଓ କର୍ମୀ ଦଳ ଛାଡି କଂଗ୍ରେସରେ ମିଶିଛନ୍ତି ।

ଜଟଣୀ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତ ରାୟଙ୍କୁ ନେଇ ବିରେ।ଧ  ଜୋର ଧରିଛି । ବିଭୂତି ବଳବନ୍ତରାୟଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେ।ଇ ବିଜେଡି ଛାଡିଛନ୍ତି ଅନେକ କର୍ମୀ । ଦଳ ଛାଡି କଂଗ୍ରେସର ମିଶ୍ରଣ ପର୍ବରେ ସାମିଲ ହେଲେ ହଜାର ହଜାର କର୍ମୀ ।

ଆଜି(ରବିବାର) ଅପରାହ୍ନ ୫ଟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ  ବିଧାୟକ ପ୍ରାର୍ଥୀ ସୁର ରାଉତରାୟଙ୍କ ଉପସ୍ଥିତିରେ ଜଟଣୀ କଂଗ୍ରେସ କାର୍ଯ୍ୟାଳୟରେ ବିଜେଡି ଛାଡିଥିବା ନେତାମାନେ ହାତ ଧରିଛନ୍ତି । ବିଜେଡିର ଖେ।ର୍ଦ୍ଧା ଜିଲ୍ଲା ଉପସଭାପତି ପ୍ରମେ।ଦ ହରିଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ବିଜୁ ଛେ।ଟରାଏ, ଜଟଣୀ ବିଧାୟକଙ୍କ ପ୍ରତିନିଧି ଲକ୍ଷ୍ମୀଧର ବିଶ୍ବାଳ, ଏକାଧିକ କାଉନସିଲରଙ୍କ ସମେତ ହଜାର ହଜାର ବିଜେଡି କର୍ମୀ କଂଗ୍ରେସରେ ମିଶିଛନ୍ତି ।

ସମ୍ବନ୍ଧିତ ଖବର