ଫେସବୁକ୍‌ରେ ବାରମ୍ୱାର ଆକ୍ଟିଭ୍ ରହୁଛନ୍ତି କି , ସାବଧାନ ! ଏହି ସମସ୍ୟାରେ ପଡ଼ି ପାରନ୍ତି

ନୂଆଦିଲ୍ଲୀ –ଯଦି ଆପଣ ବାରମ୍ୱାର ଅଧିକ ସମୟ ଧରି ଫେସ୍‌ବୁକ୍‌ରେ  ଆକ୍ଟିଭ୍ ରହୁଛନ୍ତି ତ ଏହା  ଆପଣଙ୍କ  ପାଇଁ  ସମସ୍ୟା  ସୃଷ୍ଟି  କରିପାରେ । ଏଣୁ ଆପଣ ବେଳ ହୁଁ  ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କର ଏହି ଖୁସିରେ ଗ୍ରହଣ  ଲାଗିପାରେ । ଆପଣଙ୍କର ଭଲ ଅଭ୍ୟାସକୁ ଏହା  ହ୍ରାସ  କରି ଦେଇପାରେ ।

ଏକ ସଦ୍ୟ  ତାଜା ଫେସବୁକ୍ ଗବେଷଣାରୁ  ଏହି  ତଥ୍ୟ ସାମନାକୁ ଆସିଛି ।ଆପଣ ଯେତେ ଥର ଫେସ୍‌ବୁକ୍‌କୁ ବ୍ୟବହାର କରଛନ୍ତି, ସେତିକି ଥର ଆପଣ ଦୁଃଖି  ଅନୁଭବ କରୁଛନ୍ତି ।  

Facebook consistent usage Injures to Mental Health Physical Health |  Facebook पर लगातार रहते हैं एक्टिव तो हो जाएं सावधान, हो सकते हैं बीमार ।  Hindi News, दुनिया

ଆଭରେଜ୍‌ ଭାବେ ପ୍ରତି ବ୍ୟକ୍ତି ୫୦ ମିନିଟ୍‌ ଫେସ୍‌ବୁକ୍‌ ବ୍ୟବହାର କରିଥାନ୍ତି –

 କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ହୋଲି ବି ଶାକ୍ୟ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି କି, ଆଭରେଜ୍‌ ଭାବେ ଲୋକେ  ପ୍ରତିଦିନ ୫୦ ମିନିଟ୍‌ ଫେସ୍‌ବୁକ୍‌ରେ  ବ୍ୟୟ କରିଥାନ୍ତି । ୟେଲ ବିଶ୍ୱବିଦ୍ୟାଳୟର  ନିକୋଲସ୍‌ ଏ କ୍ରିଷ୍ଟାକିସ୍‌ ୨୦୧୩, ୨୦୧୪,୨୦୧୫ମସିହାର  ଭିନ୍ନ ଭିନ୍ନ ପରିସ୍ଥିତିକୁ  ନଜରରେ  ରଖି  କରାଯାଇଥିବା ଅଧ୍ୟୟନରେ  ମଧ୍ୟ  ଏମିତି  କିଛି  ତଥ୍ୟ ପାଇଥିଲେ ।

 ମାନସିକ ଓ  ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ –

ରିସର୍ଚ୍ଚର ଫଳ ସ୍ୱରୂପ , ଫେସ୍‌ବୁକ୍‌ ଦ୍ୱାରା କାହାର ଭଲ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯିଏ ଯେତେ ଅଧିକ ସମୟ  ସୋଶିଆଲ ମିଡ଼ିଆରେ ବିତେଇଥାଏ ସେତିକି ଅଧିକ ଅସନ୍ତୁଷ୍ଟ ହେବାର ଆଶଙ୍କା ଥାଏ।ରିସର୍ଚ୍ଚରେ ଏହା ବି ସାମନାକୁ ଆସିଛି କି ଫେସ୍‌ବୁକ୍‌  ଷ୍ଟାଟସ ଅପଡେଟ୍‌ କରିବା,  ଅନ୍ୟର ଷ୍ଟାଟସ୍‌ ଦେଖିବା  , ଲାଇକ୍‌ କରିବା ବା କୌଣସି ଲିଙ୍କ୍‌ରେ କରିବା ପରେ ୟୁଜରଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ୫ରୁ୮ ପ୍ରତିଶତ ଯାଏ ହ୍ରାସ ପାଇଥାଏ ।

Is Facebook Harmful To Your Health?

ଅଧିକ  ସମୟ ଦେବା  କ୍ଷତିକାରକ-

 ରିସର୍ଚ୍ଚ ପେପର ଲେଖୁଥିବା ବ୍ୟକ୍ତି ହାବାର୍ଡ  ବିଜନେସ୍‌ ରିଭ୍ୟୁ ସହ କଥାବାର୍ତ୍ତାରେ ଏହାଦାବି କରିଛନ୍ତି କି , ସେ ମାନସିକ ସ୍ୱାସ୍ଥ୍ୟ ଓ ଶାରୀରିକ  ସ୍ୱାସ୍ଥ୍ୟ ର  ଆତ୍ମ-ରିପୋର୍ଟର ଆଧାରରେ well-beingର ଗଣନା  କରିଛନ୍ତି । ଏହି ରିସର୍ଚ୍ଚରେ  ଫେସ୍‌ବୁକ୍‌ରେ ବିତାଉଥିବା ସମୟ , ଲାଇକ୍ସ ଓ ବନ୍ଧୁଙ୍କ ସଂଖ୍ୟା ବିଷୟରେ ମିଳିଥିବା  ଅଂଶଗ୍ରହଣକାରୀଙ୍କ  ବିଶ୍ଲେଷଣ କରାଯାଇଛି ।

ଅସନ୍ତୁଷ୍ଟ ବଢ଼ୁଛି –

 ଗବେଷକମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି କି  ବାରମ୍ୱାର ଫେସବୁକ୍ ରେ ଅନ୍ୟର ପୋଷ୍ଟକୁ ଲାଇକ୍‌ କରିବା , ସେଠାରେ  ଭାଇରାଲ  ପୋଷ୍ଟର ଲିଙ୍କ୍‌ ରେ କ୍ଲିକ୍‌  କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଓ ଶାରୀରିକ ସ୍ୱାସ୍ଥ୍ୟ ରେ ହ୍ରାସ  ଘଟିଥାଏ  ଓ  ଅସନ୍ତୁଷ୍ଟିର  ଭାବ  ବୃଢ଼ି ପାଇଥାଏ ।  ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି କି  ଫେସ୍‌ବୁକ୍‌ ରେ ଅଧିକ ସମୟ ବିତେଇବା ଦ୍ୱାରା  ଆପଣଙ୍କ ଭଲ ଅଭ୍ୟାସ ରେ ରୋକ୍‌ ଲାଗିଯାଏ ।

   ସମ୍ବନ୍ଧିତ ଖବର


କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ

ନେପାଳର କୁମାରୀ ଦେବୀଙ୍କ ରହସ୍ୟମୟ ଜୀବନ

କୁମାରୀ ଦେବୀ

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ