ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଫେସବୁକ୍‌ରେ ବାରମ୍ୱାର ଆକ୍ଟିଭ୍ ରହୁଛନ୍ତି କି , ସାବଧାନ ! ଏହି ସମସ୍ୟାରେ ପଡ଼ି ପାରନ୍ତି

ନୂଆଦିଲ୍ଲୀ –ଯଦି ଆପଣ ବାରମ୍ୱାର ଅଧିକ ସମୟ ଧରି ଫେସ୍‌ବୁକ୍‌ରେ  ଆକ୍ଟିଭ୍ ରହୁଛନ୍ତି ତ ଏହା  ଆପଣଙ୍କ  ପାଇଁ  ସମସ୍ୟା  ସୃଷ୍ଟି  କରିପାରେ । ଏଣୁ ଆପଣ ବେଳ ହୁଁ  ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କର ଏହି ଖୁସିରେ ଗ୍ରହଣ  ଲାଗିପାରେ । ଆପଣଙ୍କର ଭଲ ଅଭ୍ୟାସକୁ ଏହା  ହ୍ରାସ  କରି ଦେଇପାରେ ।

ଏକ ସଦ୍ୟ  ତାଜା ଫେସବୁକ୍ ଗବେଷଣାରୁ  ଏହି  ତଥ୍ୟ ସାମନାକୁ ଆସିଛି ।ଆପଣ ଯେତେ ଥର ଫେସ୍‌ବୁକ୍‌କୁ ବ୍ୟବହାର କରଛନ୍ତି, ସେତିକି ଥର ଆପଣ ଦୁଃଖି  ଅନୁଭବ କରୁଛନ୍ତି ।  

Facebook consistent usage Injures to Mental Health Physical Health |  Facebook पर लगातार रहते हैं एक्टिव तो हो जाएं सावधान, हो सकते हैं बीमार ।  Hindi News, दुनिया
wp:heading {"level":4}

ଆଭରେଜ୍‌ ଭାବେ ପ୍ରତି ବ୍ୟକ୍ତି ୫୦ ମିନିଟ୍‌ ଫେସ୍‌ବୁକ୍‌ ବ୍ୟବହାର କରିଥାନ୍ତି –

/wp:heading

 କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ହୋଲି ବି ଶାକ୍ୟ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି କି, ଆଭରେଜ୍‌ ଭାବେ ଲୋକେ  ପ୍ରତିଦିନ ୫୦ ମିନିଟ୍‌ ଫେସ୍‌ବୁକ୍‌ରେ  ବ୍ୟୟ କରିଥାନ୍ତି । ୟେଲ ବିଶ୍ୱବିଦ୍ୟାଳୟର  ନିକୋଲସ୍‌ ଏ କ୍ରିଷ୍ଟାକିସ୍‌ ୨୦୧୩, ୨୦୧୪,୨୦୧୫ମସିହାର  ଭିନ୍ନ ଭିନ୍ନ ପରିସ୍ଥିତିକୁ  ନଜରରେ  ରଖି  କରାଯାଇଥିବା ଅଧ୍ୟୟନରେ  ମଧ୍ୟ  ଏମିତି  କିଛି  ତଥ୍ୟ ପାଇଥିଲେ ।

wp:heading {"level":4}

 ମାନସିକ ଓ  ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ –

/wp:heading

ରିସର୍ଚ୍ଚର ଫଳ ସ୍ୱରୂପ , ଫେସ୍‌ବୁକ୍‌ ଦ୍ୱାରା କାହାର ଭଲ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯିଏ ଯେତେ ଅଧିକ ସମୟ  ସୋଶିଆଲ ମିଡ଼ିଆରେ ବିତେଇଥାଏ ସେତିକି ଅଧିକ ଅସନ୍ତୁଷ୍ଟ ହେବାର ଆଶଙ୍କା ଥାଏ।ରିସର୍ଚ୍ଚରେ ଏହା ବି ସାମନାକୁ ଆସିଛି କି ଫେସ୍‌ବୁକ୍‌  ଷ୍ଟାଟସ ଅପଡେଟ୍‌ କରିବା,  ଅନ୍ୟର ଷ୍ଟାଟସ୍‌ ଦେଖିବା  , ଲାଇକ୍‌ କରିବା ବା କୌଣସି ଲିଙ୍କ୍‌ରେ କରିବା ପରେ ୟୁଜରଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ୫ରୁ୮ ପ୍ରତିଶତ ଯାଏ ହ୍ରାସ ପାଇଥାଏ ।

Is Facebook Harmful To Your Health?
wp:heading {"level":4}

ଅଧିକ  ସମୟ ଦେବା  କ୍ଷତିକାରକ-

/wp:heading

 ରିସର୍ଚ୍ଚ ପେପର ଲେଖୁଥିବା ବ୍ୟକ୍ତି ହାବାର୍ଡ  ବିଜନେସ୍‌ ରିଭ୍ୟୁ ସହ କଥାବାର୍ତ୍ତାରେ ଏହାଦାବି କରିଛନ୍ତି କି , ସେ ମାନସିକ ସ୍ୱାସ୍ଥ୍ୟ ଓ ଶାରୀରିକ  ସ୍ୱାସ୍ଥ୍ୟ ର  ଆତ୍ମ-ରିପୋର୍ଟର ଆଧାରରେ well-beingର ଗଣନା  କରିଛନ୍ତି । ଏହି ରିସର୍ଚ୍ଚରେ  ଫେସ୍‌ବୁକ୍‌ରେ ବିତାଉଥିବା ସମୟ , ଲାଇକ୍ସ ଓ ବନ୍ଧୁଙ୍କ ସଂଖ୍ୟା ବିଷୟରେ ମିଳିଥିବା  ଅଂଶଗ୍ରହଣକାରୀଙ୍କ  ବିଶ୍ଲେଷଣ କରାଯାଇଛି ।

wp:heading {"level":4}

ଅସନ୍ତୁଷ୍ଟ ବଢ଼ୁଛି –

/wp:heading

 ଗବେଷକମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି କି  ବାରମ୍ୱାର ଫେସବୁକ୍ ରେ ଅନ୍ୟର ପୋଷ୍ଟକୁ ଲାଇକ୍‌ କରିବା , ସେଠାରେ  ଭାଇରାଲ  ପୋଷ୍ଟର ଲିଙ୍କ୍‌ ରେ କ୍ଲିକ୍‌  କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଓ ଶାରୀରିକ ସ୍ୱାସ୍ଥ୍ୟ ରେ ହ୍ରାସ  ଘଟିଥାଏ  ଓ  ଅସନ୍ତୁଷ୍ଟିର  ଭାବ  ବୃଢ଼ି ପାଇଥାଏ ।  ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି କି  ଫେସ୍‌ବୁକ୍‌ ରେ ଅଧିକ ସମୟ ବିତେଇବା ଦ୍ୱାରା  ଆପଣଙ୍କ ଭଲ ଅଭ୍ୟାସ ରେ ରୋକ୍‌ ଲାଗିଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.