PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

କନ୍ଧମାଳ: ଗଛ କାଟି ରାସ୍ତା ଅବରୋଧ କଲେ ମାଓବାଦୀ, ଫସି ରହିଛନ୍ତି ପୋଲିଂ ପାର୍ଟି

source:m.dailyhunt.in

କନ୍ଧମାଳ ୧୮/୪:  ପାଇରାକୁ ପଞ୍ଚାୟତରେ ଫସି ରହିଛନ୍ତି ପୋଲିଂ ପାର୍ଟି । ପାଇରାକୁ ଜଙ୍ଗଲରେ ଗଛ ପକାଇ ମାଓବାଦୀମାନେ ରାସ୍ତା ଅବରୋଧ କରିଛନ୍ତି । ତେଣୁ ସେଠାରୁ ଫେରିପାରୁନାହାନ୍ତି ପୋଲିଂ ପାର୍ଟି । ଏପର୍ଯ୍ଯନ୍ତ ରାସ୍ତା ସଫା ହୋଇନି ।  ସୁରକ୍ଷାକର୍ମୀଙ୍କ ଗ୍ରୀନ ସିଗନାଲ ନମିଳିବାରୁ ଆଜି ରାତିରେ ସେମାନେ ସେଠି ରହିବେ ଏବଂ କାଲି ସକାଳୁ ଫେରିବେ ବୋଲି ସୂଚନା ମିଳିଛି ।

ପୋଲିଂ ପାର୍ଟି ଏବେ ବ୍ରାହ୍ମଣୀ ଗାଁ କଲେଜରେ ଅଛନ୍ତି । ସେମାନଙ୍କୁ ସୁରକ୍ଷା ଜବାନ ଜଗି ରହିଛନ୍ତି । ଗୋଟେପଟେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷା ସେମାନଙ୍କ ଫେରିବାରେ ବାଧକ ସାଜିଛି । ଆସନ୍ତାକାଲି କଡା ସୁରକ୍ଷା ବଳୟରେ ଫେରିବେ ପୋଲିଂ ପାର୍ଟି । ତେବେ କହିରଖୁଛୁ ଗତକାଲି ମାଓବାଦୀଙ୍କ ଧମକ ପରେ ମଧ୍ଯ ଆଜି ସେଠାରେ ମତଦାନ ଗ୍ରହଣ ହୋଇଥିଲା ।

ସମ୍ବନ୍ଧିତ ଖବର