ଅଫିସ ଭାଙ୍ଗି ୪ ବନ୍ଧୁକ ଲୁଟିନେଲେ ମାଓବାଦୀ

ନୟାଗଡ ୨୪|୪: ନୟାଗଡ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବନ୍ଧୁକ ଲୁଟିନେଲେ ସଶସ୍ତ୍ର ମାଓବାଦୀ । କୁଆଁରିଆ ୱାଇଲ୍ଡ ଲାଇଫ ରେଞ୍ଜ ଅଫିସରୁ ଏହି ଲୁଟ୍ ହୋଇଛି । ମାଓବାଦୀମାନେ ବନ୍ଧୁକ ଲୁଟିଥିବା ନେଇ ଥାନାରେ ଏତଲା ହୋଇଛି ।

ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ମାଓବାଦୀମାନେ ୪ଟି ବନ୍ଧୁକ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏଭଳି କାଣ୍ଡ ଘଟିଛି । ଘଟଣାସ୍ଥଳରୁ ସିପିଆଇ ମାଓବାଦୀ ପକ୍ଷରୁ ଏକ ହାତଲେଖା ଚିଠି ମିଳିଛି । ଏନେଇ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ଦଶପଲ୍ଲା ଥାନାରେ ଏତଲା ଦିଆଯାଇଛି ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ନାବାଳିକାଙ୍କୁ ନିଜ ଘରେ ଦୁଷ୍କର୍ମ – ଅଭିଯୁକ୍ତ ଫେରାର