ଚୁଡ଼ି ପିନ୍ଧିବା ସମୟରେ ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ସ୍ବାମୀ କୋଟିପତିରୁ ହୋଇଯିବେ କାଙ୍ଗାଳ

ବିବାହ କରିସାରିବା ପରେ ଜଣେ ମହିଳା ସୁହାଗରେ ବହୁ ଜିନିଷ ପିନ୍ଧିଥାଏ। ପିନ୍ଧାଯାଉଥିବା ଏହି ଜିନିଷ ସୁହାଗର ଗୋଟିଏ ଚିହ୍ନ ବୋଲି କୁହାଯାଏ। ଯେମିତି କି ଚୁଡ଼ି। ଆପଣଙ୍କ କଣ ଜାଣନ୍ତି କି ଜଣେ ବିବାହିତା ମହିଳା ହାତରେ ଚୁଡ଼ି ପିନ୍ଧିବା ଦ୍ବାରା କଣ ଲାଭ ମିଳେ? ଚୁଡ଼ି ପିନ୍ଧିବା ପରେ ଜଣେ ନାରୀର ହାତ ଯେତିକି ସୁନ୍ଦର ଲାଗିନଥାଏ ତାଠାରୁ ଅଧିକ ସେ ନିଜେ ସୁନ୍ଦର ଦେଖାଯାଇଥାଏ। କେବଳ ଏତିକି ନୁହେଁ ଚିଡ଼ି ପିନ୍ଧିବା ଦ୍ବାରା ତା ସ୍ବାମୀ ମଧ୍ୟ କୋଟିପତି ହୋଇଥାଏ। ଆସନ୍ତୁ ଜାଣିବା କିଭଳି?

୧. ଯେତେବେଳେ ଚୁଡ଼ି ପିନ୍ଧାଯାଏ କେତେବେଳେ କେମିତି ଚୁଡ଼ି ଭାଙ୍ଗିଯିବାର ଆପଣ ଲକ୍ଷ୍ୟ କରିଥିବେ।ଆଉ ଆମେ ତାହାକୁ ଏଣେତେଣେ ପକାଇ ଦେଉଥାଏ। ଯାହାକି ବେଳେବେଳେ ପାଦରେ ମଧ୍ୟ ଲାଗିଥାଏ। ସେହି ସମୟରେ ସ୍ବାମୀର ହାନିକାରକ ହୋଇଥାଏ ବୋଲି ଜାଣିବେ। ଯେତେବେଳେ ଚୁଡ଼ି ଭାଙ୍ଗିଯିବ ସେହି ସମୟରେ ଭଙ୍ଗା ଚୁଡ଼ିକୁ ମୁଣ୍ଡରେ ମାରି ଏକ ଭଲ ସ୍ଥାନ କିମ୍ବା ଗଛ ତଳେ ରଖିଦିଅନ୍ତୁ।

୨. ମହିଳା ପ୍ରତି ହାତରେ ସମାନ ଭାଗରେ ଚୁଡ଼ି ପିନ୍ଧିବା ଜରୁରୀ। ସମାନ ଭାଗରେ ନ ପିନ୍ଧିଲେ ସ୍ବାମୀ କାଙ୍ଗାଳ ହୋଇଯାଇଥାଏ। ଏହା ବ୍ୟତୀତ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ମଧ୍ୟ ବିବାଦ ବଢ଼ିବାରେ ଲାଗିଥାଏ। ଏହା ସହିତ ହାତରେ ଭଙ୍ଗା ଚୁଡ଼ି ରହିବା ବି ଭଲ ନୁହେଁ।

୩. ମହିଳାମାନେ କେବେବି କେଶ ଖୋଲା କରି ଚୁଡ଼ି ପିନ୍ଧିବା ଉଚିତ୍ ନୁହେଁ। ସ୍ବାମୀ ଗରିବ ହୋଇଯାଆନ୍ତି। ଏହାର ପ୍ରଭାବ ଝିଅର ଶାଶୁଘର ଏବଂ ବାପାଘର ଉପରେ ପଡ଼ିଥାଏ।

   ସମ୍ବନ୍ଧିତ ଖବର


ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ବେସାହାରା ପିତା ! ପିଲାମାନେ ଘରୁ ବାହାର କରିଦେଲେ , ୮୦ ବର୍ଷ ବୟସରେ ପେଣ୍ଟିଂ ବିକ୍ରି କରି ଚଳୁଛନ୍ତି

LPG ସିଲିଣ୍ଡର ପାଇଁ ଇନସ୍ୟୁରାନ୍ସ କଭର ନେଲେ ମିଳିବ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା, ଜାଣନ୍ତୁ…

ଘରେ ଆକ୍ବାରିୟମ୍ ଥିଲେ ଏସବୁ କଥା ଜାଣି ରଖନ୍ତୁ, ଭୁଲ ଦିଗରେ ଥିଲେ ହେବନି ଉନ୍ନତି

ମାତ୍ର ୪୨ଟଙ୍କାରେ ଆଜୀବନ ପେନସନ -୨.୪୫ କୋଟି ଲୋକଙ୍କ ପସନ୍ଦ

ବ୍ୟାଙ୍କ ଖାତାରେ ଜିରୋ ବାଲାନ୍ସ ଥିଲେ ବି ଉଠାଇ ପାରିବେ ପଇସା, ଜାଣନ୍ତୁ ଏହି ଉପାୟ