ଇ-ବିଧାନସଭା ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା; ଏସବୁ କିଛି କାମ ଦେବନି

ଭୁବନେଶ୍ବର ୯/୧୦: ଇ-ବିଧାନସଭା ନେଇ  ସରକାର ସ୍ତରରେ ତତ୍ପରତାା ୪୭ ବିଧାୟକ ଦେଲେ ଲାପଟପର ଭାଉଚର । ବିଧାୟକଙ୍କୁ ୧ ଲକ୍ଷ ଟଙ୍କା ଯାଏଁ ଲାପଟାପ ବାବଦରେ ଅର୍ଥ ଦିଆଯିବ । ଅଧିକ ଟଙ୍କା ଦେଇ କିଣିବାକୁ ଚାହୁଁଥିବା ସଭ୍ୟ ନିଜ ପକେଟରୁ ଭରଣା କରିବେ । ୫ଟି ବ୍ରାଣ୍ଡର ଲାପଟପ କିଣିବାକୁ ଆଇଟି ବିଭାଗ ଅନୁମତି ଦେଇଛି । ବିଧାନସଭାର ଇଂଟେରିଅର ଡିଜାଇନ ପାଇଁ ଦୁଇ ଦିନ ଭିତରେ କମିଟି ଦେବ ରିପୋର୍ଟ । ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ।

ଏହା ବିରୋଧର କରି   କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା। ୪୭ ବିଧାୟକଙ୍କୁ  ଲାପଟପ କିଣା ନେଇ ରଖିଲେ ପ୍ରତିକ୍ରିୟା  ଏସବୁ କିଛି କାମ ଦେବନି।  ଅଯଥା ସରକାରୀ ଅର୍ଥରେ ଖର୍ଚ୍ଚ  କାହିଁକ?  ବିଧାୟକ କ’ଣ ନିଜ ପଇସାରେ ଲାପଟପ୍‌ କିଣିପାରିବେନି  ବିଧାନସଭାରେ ପ୍ରଶ୍ନ କଲେ ଉତ୍ତର ମିଳୁନି। ସେଠି ଲାପଟପର କାମ କଣ ବେଲି ପ୍ରଶ୍ନ କଲେ ସୁର। ବିଧାନସଭା ହେଉଛି  ସାହାଣମେଳା ଭଳି, ସେଠି ସାଧାରଣ ଲୋକଙ୍କ କଥା ଆଲୋଚନା ହେବା

   ସମ୍ବନ୍ଧିତ ଖବର


ବିଶ୍ବ ସ୍ତରରେ ସୋଆର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିକୁ ରାଙ୍କିଙ୍ଗ୍ ମାନ୍ୟତା

ବେଆଇନ୍ ପାର୍କିଂ ଫି’ ଆଦାୟ ଉପରେ ଲାଗିବ ରୋକ, ଏଥିପାଇଁ ସ୍କ୍ୱାର୍ଡ ଗଠନ କରିବେ ବିଏମସି ଓ ବିଡିଏ

ମୋ ସରକାରରେ ଫେଲ୍‌: ଖାରବେଳ ନଗର ଥାନାକୁ ଶୂନ ମାର୍କ

ହାଇଟେକ୍‌ ହେବ ବିଧାନସଭା, ଆପାର୍ଟମେଣ୍ଟରେ ରହିବେ ବିଧାୟକ