PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରପଞ୍ଚଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ୩ ଆତଙ୍କବାଦୀ ଗିରଫ, ଚାଇନା ପିସ୍ତଲ ଏବଂ ଗୁଳି ଜବତ
  • ||
  • ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ, ମଙ୍ଗଳବାର ପ୍ରକାଶ ପାଇବ ରାୟ
  • ||
  • ଭୁବନେଶ୍ୱର : ଆଜି ଉପକୂଳରେ ବଢ଼ିବ ତାତି, କାଲି ପୁଣି ବର୍ଷିବ
  • ||
  • ଗଜପତି : ପାରଳାଖେମୁଣ୍ଡି ଟାଉନ୍‌ ହଲ୍ ପରିସରରେ ଥିବା ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ଟି କାର୍‌
  • ||
  • କରଞ୍ଜିଆ : ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବରଯାତ୍ରୀ ଗାଡି, ୨ ମୃତ ୫ ଗୁରୁତର
  • ||

ଭାରତୀୟ ବାୟୁସେନାର ମିଗ୍ ୨୧ କ୍ରାଶ୍, ପାଇଲଟ୍ ସୁରକ୍ଷିତ

source:www.almasdarnews.com

ବିକାନେର୍ ୮/୩: ଭାରତୀୟ ସେନାର ଏକ ଯୁଦ୍ଧ ବିମାନ ମିଗ୍ ୨୧ କ୍ରାଶ୍ ହୋଇଛି । ମିଗ୍ ୨୧ ଫାଇଟର ଜେଟ୍ ଶୁକ୍ରବାର ରାଜସ୍ଥାନର ନାଲ୍ ନିକଟରେ କ୍ରାଶ୍ ହୋଇ ଖସିପଡିଛି । ବିମାନର ପାଇଲଟ୍ ସୁରକ୍ଷିତ ଭାବେ ଓହ୍ଲାଇ ପଡିଥିଲେ ।  ତେବେ ବିମାନଟି କାହିଁକି କ୍ରାଶ୍ ହୋଇଛି ସେ ବିଷୟରେ କିଛି ସୂଚନା ମିଳିନି । ବିକାନେରଠୁ ମାତ୍ର ୧୩ କିମି ଦୂରରେ ନାଲ୍ ଏୟାରବେସରୁ ବିମାନଟି ଉଡାଣ ଭରିଥିଲା ।

ସମ୍ବନ୍ଧିତ ଖବର