ଉଠିଲା କଟକଣା : ଏଣିକି ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ, ଭକ୍ତ ଦେଇପାରିବେ ବରାଦ

ପୁରୀ ୨୦।୧୦ : ଭକ୍ତଙ୍କ ପାଇଁ ଆସିଛି ଖୁସି ଖବର। ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ରଙ୍କୁ ମିଳିବ ମହାପ୍ରସାଦ। ମହାପ୍ରସାଦ ପାଇଁ ଭକ୍ତ ଦେଇପାରିବେ ବରାଦ। ଡିସେମ୍ବର ପ୍ରଥମ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର। ସୁଆର ମହାନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଏହି ସୂଚନା ଦେଇଛନ୍ତି । ତେବେ ମହାପ୍ରସାଦ ଉପରେ ଲାଗିଥିବା ସମସ୍ତ କଠକଣାକୁ ହଟାଇ ଦିଆଯାଇଛି।