PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ପେଟ୍ରୋଲ-ଡିଜେଲ୍ ପରେ ଏବେ କ୍ଷୀର ହୋଇପାରେ ମହଙ୍ଗା : ଲିଟର ପିଛା ୧୨ଟଙ୍କା ବୃଦ୍ଧି ପାଇଁ ହେଉଛି ଦାବି

ରତଲାମ :  ସାଧାରଣ ଲୋକଙ୍କ ପାଇଁ ଏବେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ପେଟ୍ରୋଲ-ଡିଜେଲ , ପନି ପରିବା ଓ ଏଲପିଜି ସିଲିଣ୍ଡର ମହଙ୍ଗା ହେବା ପରେ ଏବେ କ୍ଷୀରର ଦାମ୍‌ ବି ବୃଦ୍ଧି ହେବାକୁ ଯାଉଛି। ସାଧାରଣ ଲୋକଙ୍କ ଚିନ୍ତା ଏଥିରେ ବଢ଼ି ବଢ଼ି ଚାଲିଛି। ଦୁଗ୍ଧ ଉତ୍ପାଦକମାନେ ଦାବି କରିଛନ୍ତି କି, ଦୁଗ୍ଧର ଦାମ ୫୫ଟଙ୍କା ଲିଟର ପିଛା ବୃଦ୍ଧି କରାଯାଉ , କାରଣ ପେଟ୍ରୋଲ-ଡିଜେଲ ମହଙ୍ଗା କାରଣରୁ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି।   

ଦୁଗ୍ଧର ଉତ୍ପାଦକଙ୍କର ଅଭିଯୋଗ ଯେ, ମହଙ୍ଗା ବୃଦ୍ଧି ଯୋଗୁଁ ପଶୁଙ୍କର ଚାରା ମଧ୍ୟ ବହୁତ ମହଙ୍ଗା  ହୋଇଯାଇଛି। ଯାତାୟତ ଶୁଳ୍କରେ ମଧ୍ୟ ବୃଦ୍ଧି ହୋଇଛି , ଯାହାର ପ୍ରଭାବ ପଶୁଙ୍କ ଦାମ୍‌ ଉପରେ ବି ପଡ଼ୁଛି। ଏବେ ଏକ ଭଲ ମଇଁଷି କିଣିବା ପାଇଁ ୧ରୁ ୧.୫ଲକ୍ଷ ଟଙ୍କା ଯାଏ ଆବଶ୍ୟକ ହୋଇଥାଏ , ଯେଉଁଥି ପାଇଁ ପଶୁପାଳନରେ ବହୁତ ସମସ୍ୟା ଦେଖାଦେଉଛି।

ରତଲାମ ମିଲ୍କ ପ୍ରଡ୍ୟୁସରଙ୍କ ଏସୋସିଏଶନର ପ୍ରେସିଡେଣ୍ଟ ହୀରାଲାଲ ଚୌଧୁରୀ କହିଛନ୍ତି କି ମଙ୍ଗଳବାର ଦିନ ୨୫ଟି ଗାଁର ଏକ ବୈଠକ ହୋଇଥିଲା । ଯେଉଁଥିରେ ଆମର ଦାବି ଥିଲା କି ଦୁଗ୍ଧର ଦାମ୍‌ ବୃଦ୍ଧି କରାଯାଉ । ଦୁଗ୍ଧ ଉତ୍ପାଦକମାନେ ୨୦୨୦ରେ ମଧ୍ୟ ଦୁଗ୍ଧର ଦାମ୍‌ ବଢ଼ାଇବାକୁ ଦାବି କରିଥିଲେ , କିନ୍ତୁ କରୋନା ଭାଇରସ୍‌ର କାରଣରୁ ଦୁଗ୍ଧର ଦାମ୍‌କୁ ବଢ଼ା ଯାଇନଥିଲା। ଏହି କାରଣରୁ ଦୁଗ୍ଧ ଉତ୍ପାଦକଙ୍କୁ ଆଜି ମଧ୍ୟ ସେତିକି ଟଙ୍କାରେ କ୍ଷୀର ବିକ୍ରି କରିବାକୁ ପଡ଼ୁଛି , ଯାହାକୁ ସେ ୨ ବର୍ଷ ପୂର୍ବେ ବିକ୍ରି କରୁଥିଲେ। ଏବେ କ୍ଷୀର ଦାମ୍‌କୁ ବଢ଼ାଇବାର ଦାବି ପୁଣି ହେଉଛି । ଏଥିପାଇଁ ୨୫ଟି ଗାଆଁର ଦୁଗ୍ଧ ଉତ୍ପାଦକମାନେ ଏକ ବଡ଼ ବୈଠକ କରିଥିଲେ। ଆସନ୍ତା ମାସର ପ୍ରଥମ ତାରିଖରୁ ଦୁଗ୍ଧର ଦାମ୍‌ ୫୫ଟଙ୍କା ଲିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରିଥିଲେ ।