PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଡାକ୍ତରଖାନାରୁ ଘରକୁ ଫେରିଲେ ମିଲଖା ସିଂ, ଘରେ ଅକ୍ସିଜେନ ସପୋର୍ଟରେ ରହିବେ…

pic-ndtv

ଚଣ୍ଡିଗଡ଼,୩୧/୦୫: କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କିମ୍ବଦନ୍ତୀ ଧାବକ ମିଲଖା ସିଂ ରବିବାର ଦିନ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ସେ ଚିକିତ୍ସିତ ହେଉଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ମିଲ୍‌ଖା ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ପରିବାର ଲୋକଙ୍କ ଅନୁରୋଧ ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି । ସେ ଅକ୍ସିଜେନ ସପୋର୍ଟରେ ରହିଛନ୍ତି । ଘରେ ମଧ୍ୟ ଏମିତି ରହିବେ ।’ ସେହି ଡାକ୍ତରଖାନାରେ ମିଲ୍‌ଖାଙ୍କ ପତ୍ନୀ ନିର୍ମଲ କୌର ମଧ୍ୟ ଚିକିତ୍ସିତ ହେଉଛନ୍ତି ।

ଗତ ଶନିବାର ରାତିରୁ ତାଙ୍କର ଅକ୍ସିଜେନ ମାତ୍ରା ଅଧିକ ଆବଶ୍ୟକ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ୯୧ ବର୍ଷୀୟ ମିଲଖା ପ୍ରଥମେ ପଜିଟିଭ ହେବା ପରେ ଘରୋଇ ଆଇସୋଲେସନରେ ରହିଥିଲେ । ଏହାପରେ ତାଙ୍କୁ ଗତ ସୋମବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ପତ୍ନୀ ନିର୍ମଲ ସଂକ୍ରମିତ ହେବା ପରେ ତାଙ୍କୁ ଗତ ବୁଧବାର ଦିନ ପୁଣି ସେହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା