ପ୍ରମୁଖ ଖବର
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ବସ୍‌ ଡ୍ରାଇଭର ସାଜିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପ୍ରବାସୀଙ୍କୁ ଟିଏମସି ସେଣ୍ଟରରେ ପହଞ୍ଚାଇଲେ

ସୋହେଲା ୦୮/୦୮: ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କୁ ବସ୍‌ ଡ୍ରାଇଭର ସିଟରେ ଦେଖିବାକୁ ମିଳିଥିଲା । ସେ ଏକ ବସର ଡ୍ରାଇଭର ସାଜି ମେଲଛାମୁଣ୍ଡା ଥାନା ସାଲେପାଲି ଓ ପେଟୁପାଲି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ଲୋକଙ୍କୁ ଆଣିବାକୁ ଯାଇଥିଲେ । ସାଲେପାଲି ସେଣ୍ଟରରେ ଥିବା କୋଲକତା ଫେରନ୍ତା ଏକ ପରିବାରର ୫ଜଣ ଏବଂ ପେଟୁପାଲି ସେଣ୍ଟରରେ ଥିବା ୨ଜଣଙ୍କୁ ସୋହେଲା କଲେଜ ଟିଏମସିକୁ ଆଣିଥିଲେ ।

ତାଙ୍କ ସହିତ ସୋହେଲା ବିଡିଓ ବିଶ୍ୱରଂଜନ କର, ସୋହେଲା ଥାନା ଆଇଆଇସି ନିର୍ମଳ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ପଧାନ ପ୍ରମୁଖ ଯାଇଥିଲେ । ଏପରି ପ୍ରତିକୂଳ ପରିସ୍ଥିତିରେ ସେ ନିଜେ ବାହାରି ଲୋକଙ୍କ ସେବା କରି ଚାଲିଥିବାରୁ ସେ ପ୍ରଶଂସାର ପାତ୍ର ସାଜିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.