ପାରାଦୀପ ୬/୧୨: ପୁଣି ଲଜ୍ଜା । ପାରାଦୀପ ନୋଳିଆ ସାହିରେ ଏକ ଦୋକାନ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଏହି ଘଟଣା । ଦୋକାନ ଘରକୁ ଡାକି ଦୋକାନୀ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାର ପରିବାରଲୋକେ । ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ପୋଲିସ ।
ବିଜେପିରେ ସାମିଲ ହେଲେ ପ୍ରବୋଧ ତିର୍କୀ, ଟିକେଟ କଟିବ...