ମସଲା ନୁହେଁ ମହୋଷଧି: ପୋଦିନା ଚା’ ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି, ଜାଣନ୍ତୁ ପ୍ରସ୍ତୁତି

ନୂଆଦିଲ୍ଲୀ ୨୩/୦୮: ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସତ୍ତେ୍ୱ ବି ବଢିଚାଲିଛି କରୋନାର କାୟା । ଟିକା ନ ଆସିବା ଯାଏ ନିଜକୁ ସୁରକ୍ଷିତ ରଖିବା ପାଇଁ କେବଳ ରୋଗ ପ୍ରତିରୋଧକ ଶକ୍ତି ହିଁ ଏକମାତ୍ର ସାହାରା । ତେଣୁ ବର୍ତ୍ତମାନ ପରିସ୍ଥିତିରେ ନିୟମିତ ଚା’ ପିଇବା ସମୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ଚା’ ପିଇବା ହିଁ ଉଚିତ୍‌। ଯେମିତିକି ପୋଦିନା ଚା’। ପୋଦିନା ଓ ରୋଜମାରିର ମିଶ୍ରଣ ମନକୁ ସତେଜ ରଖିବା ସହ ସ୍ମୁତିଶକ୍ତି ଉନ୍ନତିରେ ସାହାଯ୍ୟ କରେ । ୧୦ଟି ପୋଦିନା ପତ୍ର, ଗୋଟିଏ ସ୍ପ୍ରିଙ୍ଗ୍‌ ରୋଜମାରି ଓ ଗୋଟିଏ ଲେମ୍ବୁର ରସ ।

ପ୍ରସ୍ତୁତି : ଏକ ପାତ୍ରରେ ଏକ କପ୍‌ ପାଣି ନେଇ ପୋଦିନା ପତ୍ରକୁ ଫୁଟାନ୍ତୁ । ଏବେ ସେଥିରେ ରୋଜମାରି ପକାନ୍ତୁ । ଏବେ ଏହାକୁ ୧୦ ମିନିଟ୍‌ ଯାଏ ଫୁଟିବାକୁ ଛାଡି ଦିଅନ୍ତୁ । ତା’ ପରେ ଛାଣି ନେଇ ସେଥିରେ ଲେମ୍ବୁ ରସ ପକାଇ ଗରମାଗରମ ପୋଦିନା ଚା’ ପିଅନ୍ତୁ ।

   ସମ୍ବନ୍ଧିତ ଖବର


ଥଣ୍ଡା ଦିନରେ ଚର୍ମ କୁଣ୍ଡାଇ ହେବା ସମସ୍ୟା ଦେଖା ଦିଏ –ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…