PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମିସ୍‌ ବଡି ବିଉଟିଫୁଲ ତନୁଶ୍ରୀ

କେନ୍ଦୁଝର ୨୯/୦୭: ତିନି ବର୍ଷ ବୟସରେ ମଡର୍ଣ୍ଣ ଏବଂ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ କେନ୍ଦୁଝର,ଗୌରତୋଟା ସାହି ଅଞ୍ଚଳର ରଞ୍ଜିତ ରାଉତ ଏବଂ ଉର୍ମିଳା ରାଉତଙ୍କ ସୁପୁତ୍ରୀ ତନୁଶ୍ରୀ । ନୃତ୍ୟ ଗୁରୁ ରଶ୍ମୀ ମିଶ୍ର ଏବଂ ସୁଧାଂଶୁ ସାହୁଙ୍କ ଠାରୁ କ୍ଲାସିକାଲ ଏବଂ ମଡର୍ଣ୍ଣ ଡ୍ୟାନ୍ସ ଶିକ୍ଷା ଆରମ୍ଭ କରିଥିବାବେଳେ ନିଷ୍ଠା ଓ ଏକାଗ୍ରତା ବଳରେ ବିଭିନ୍ନ ଅନୁଷ୍ଠାନ ଏବଂ ମଞ୍ଚରେ ନୃତ୍ୟ ପରିବେଷଣ କରି ବହୁ ପୁରସ୍କାର ଓ ମାନପତ୍ର ହାସଲ କରିବାର ଗୌରବ ଅର୍ଜନ କରିଥିଲେ ।

ଏହାପରେ ଟେଲିଭିଜନରେ ପ୍ରସାରିତ ଡ୍ୟାନ୍ସ ଓଡିଶା ଡ୍ୟାନ୍ସ,ଝୁମ୍‌ ଓଡିଶା ଝୁମ୍‌ ଭଳି ବିଭିନ୍ନ ରିଅଲିଟି ଶୋରେ ଅଂଶ ଗ୍ରହଣ କରି ପରିଚିତ ହୋଇଛନ୍ତି । ନିଜର ମେଡିଲିଂ ଠାଣୀ ଜରିଆରେ ୧୩ ବର୍ଷ ବୟସରେ କିଟ୍‌ ନହ୍ନିପରୀ ଲିଟିଲ ମିସ୍‌ ଇଣ୍ଡିଆରେ ଅଂଶଗ୍ରହଣ କରି ଫାଇନାଲିଷ୍ଟ ହୋଇପାରିଥିଲେ ତନୁଶ୍ରୀ କଲିକତାରେ ଅନୁଷ୍ଠିତ ମିଶନ୍‌ ଡ୍ରୀମ୍ସ ମିସ୍‌ ଇଣ୍ଡିଆରେ ଅଂଶ ଗ୍ରହଣ କରି ଟପ୍‌ ୫ ସ୍ଥାନ ଅଧିକାର କରିଥିଲେ । ଦୃଢ ଇଛା ଶକ୍ତି ଏବଂ ଏକାଗ୍ରତା ବଳରେ ଏହିପରି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିବା ତନୁଶ୍ରୀ ୨୦୨୧ରେ ଅନଲାଇନ ୱିଟିଫାଇ ମିସ୍‌ ରଜ କୁଇନ ଟାଇଟଲ ହାସଲ କରିଥିବାବେଳେ ମିସ୍‌ ବଡି ବିଉଟିଫୁଲ ଟାଇଟଲର ଅଧିକାରିଣୀ ହୋଇ ଚର୍ଚ୍ଚାରେ ଅଛନ୍ତି । ଚଳିତ ସିଜିନ୍‌ରେ ଜାରି ରହିଥିବା ଅନଲାଇନ ମିସ୍‌ ଆଣ୍ଡ ମିସେସ୍‌ ଇଣ୍ଡିଆନ ଦିଭାରେ ଫାଇନାଲକୁ ଯାଇଛନ୍ତି ତନୁଶ୍ରୀ ।