PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସୋରଡାରେ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ କୋଭିଡ୍‌ ନିୟମ ଭାଙ୍ଗି ଭୋଜି ଆୟୋଜନ କରିଥିବା ଅଭିଯୋଗ

ବ୍ରହ୍ମପୁର – ସୋରଡା ଅମ୍ବରୁତୁଲୁ ଗ୍ରାମରେ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ ତାଙ୍କ ପିତା ସ୍ବର୍ଗତ ମହାଦେବ ସ୍ୱାଇଁଙ୍କ ବାର୍ଷିକ ଉତ୍ସବରେ ଭୋଜି ଆୟୋଜନ କରିଥିବା ଅଭିଯୋଗ ହୋଇଛି । କଂଗ୍ରେସର ନେତା ସଂଗ୍ରାମ ମହାନ୍ତି ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଲେଖିଛନ୍ତି ।

ଏଥିରେ ୫୦୧ ଜଣ ରକ୍ତ ଦାନ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ମୂର୍ତ୍ତୀ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୧୦୮ ଜଣ ପୁରୋହିତ ହନୁମାନ ଚାଳିଶା ପାଠ କରିବା ସହ ଶହ ଶହ ସଂଖ୍ୟାରେ ଲୋକ କୋଭିଡ୍‌ କଟକଣାକୁ ଉଲ୍ଲଘଂନ କରି ଭୋଜିରେ ସାମିଲ ହୋଇଥିଲେ ।

ବିନା ସାମାଜିକ ଦୂରତ୍ୱରେ ଭୋଜିରେ ଲୋକମାନେ ପକ୍ତିଂ ଭୋଜନ କରୁଥିବା ଦେଖିବା ପାଇଁ ମିଳିଥିଲା । ଅନେକ ମାସ୍କ ପିନ୍ଧି ନଥିବା ବେଳେ ପ୍ରଶାସନ ଓ ପୋଲିସ କିପରି ଚୁପ୍‌ ରହିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।