ମାଲକାନଗିରିରେ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସମୀକ୍ଷା, ସାଙ୍ଗରେ ୨ ବରିଷ୍ଠ ଅଧିକାରୀ

ମାଲକାନଗିରି ୯/୧୦: ‘ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା ପାଇଁ ମାଲକାନଗିରି ଓ ନବରଙ୍ଗପୁରରେ ୫ଟି ସଚିବ ଭି.କେ, ପାଣ୍ଡିଆନଙ୍କ ସମୀକ୍ଷା। ଅତିରିକ୍ତ ଶାସନ ସଚିବ ଏ.କେ. ମିନାତାଙ୍କ ସହ ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତଙ୍କ ମାଲକାନଗିରି ଜିଲ୍ଲା ଗସ୍ତ। ୫ଟି ଅନ୍ତଗତ ସରକାରୀ ସୁବିଧା ସୁଯୋଗ କିପରି ମିଳୁଛି ତାହାର ସମିକ୍ଷା କଲେ ୫ଟିର ମୁଖ୍ୟ କାର୍ତ୍ତିକେୟନ ପାଣ୍ଡିୟାନ। ମାଲକାନଗିରି ସଦର ଥାନା ଓ ଆର.ଟି.ଓ କାର୍ଯ୍ୟାଳୟ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ପରିଦର୍ଶନ କଲେ। ଲୋକଙ୍କୁ ଠିକ୍ ଭାବେ ସରକାରି ସେବା ଉପଲବ୍ଧ ହେଉଛି କି ନାହିଁ ତାହାର ତଦାରଖ କରିଛନ୍ତ।

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରୁ ବାହାରୁ ଆସିବେ ଡାକ୍ତର। ସପ୍ତାହରେ ଆସିବେ ୨ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତର। ବିଶାଖପାଟଣା କିମ୍ବା ହାଇଦ୍ରାବାଦରୁ ଡାକ୍ତର ଆଣିବାକୁ ବ୍ୟବସ୍ଥା କରାଯାଉଥିବା ମିଳିଲା ସୂଚନା।

   ସମ୍ବନ୍ଧିତ ଖବର


ପୁଣି ଖାକିରେ ଲାଗିଲା କଳଙ୍କ: ସହଯୋଗ ବଦଳରେ ଦୁଷ୍କର୍ମ ଓ ବ୍ଲାକମେଲିଂ, କନେଷ୍ଟେବଲ ଗିରଫ

ନର୍ସଙ୍କ ଅବହେଳାରୁ ୩ବର୍ଷ ଶିଶୁର ଦେହରେ ରହିଗଲା ଭଙ୍ଗା ସିରିଞ୍ଜ ଛୁଞ୍ଚି

ମାଡ ମାରି ଭୁଲ ମାଗିଲେ ବିଡିଓ: ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଭିଡିଓ…

ଫୁଲବାଣୀରେ ମେଡିକାଲ କଲେଜ: ଜନ୍ମଦିନରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ