PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଗ୍ରାହକ ସାଜି ମୋବାଇଲ୍‌ ଫୋନ ଲୁଟିଥିଲେ, ଧରାପଡି ଜେଲ ଗଲେ…

ଧଉଳି,୨୮/୧୧: ମୋବାଇଲ୍‌ ଫୋନ୍‌ ଲୁଟ୍‌ ଅଭିଯୋଗରେ ଧଉଳି ଥାନା ପୁଲିସ୍‌ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଗୋବର୍ଦ୍ଧନପୁର ଗ୍ରାମର ବିଶ୍ୱନାଥ ମଲ୍ଲିକ ଓରଫ ବିଶିଆ (୪୫) । ବିଶ୍ୱନାଥ ନିକଟରୁ ପୁଲିସ ଲୁଟ୍‌ ମୋବାଇଲ ଫୋନ୍‌ ମଧ୍ୟରୁ ଗୋଟିଏ ଜବତ କରିଛି ।

ଇଟିପୁର ଗ୍ରାମର ପ୍ରତାପ କୁମାର ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ପଳାସପୁର ଛକରେ ମୋବାଇଲ୍‌ ଫୋନ ଦୋକାନ ଅଛି । ଗତ ୨୫ ତାରିଖ ସନ୍ଧ୍ୟାରେ ବିଶ୍ୱନାଥ ଏକ ମୋବାଇଲ୍‌ ଫୋନ ସଜାଡ଼ିବା ପାଇଁ ପ୍ରତାପଙ୍କ ଦୋକାନକୁ ଯାଇଥିଲେ । ହେଲେ ପ୍ରତାପଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୩ଟି ନୂଆ ମୋବାଇଲ ଫୋନ ଚୋରି କରିନେଇଥିଲେ । ଏନେଇ ପ୍ରତାପ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଚୋରୀ ମାମଲାର ତନାଘନା ଆରମ୍ଭ କରିଥିଲା। ଛାନ୍‌ଭିନ୍ ବେଳେ ଶନିବାର ଦିନ ଅଭିଯୁକ୍ତ ଧରିଥିଲା ଧଉଳି ପୁଲିସ। ପରେ​ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଥିଲା ।ବେଲ୍ ନାମଞ୍ଜୁର ହେବାରୁ ଜେଲ ପଠାଯାଇଥିଲା

ସମ୍ବନ୍ଧିତ ଖବର