PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଡ୍ୟୁଟି ଯାଉଥିଲି.. ବୋଉ ସହ ଫୋନ୍‌ରେ କଥା ହେଉଥିବା ବେଳେ ପଛରୁ ଆସି ମୋବାଇଲ ଛଡ଼ାଇ ଚମ୍ପଟ ମାରିଲେ ୩ ଯୁବକ

ଭୁବନେଶ୍ୱର ୦୧/୦୮: ସଟ୍‌ଡାଉନ୍‌ରେ ମାତିଲେ ଲୁଟେରା। ସକାଳୁ ସକାଳୁ ବାଇକରେ ଆସି ଫୋନ୍ ଛଡ଼ାଇ ନେଲେ । ଯୁବତୀ ଜଣ ସକାଳେ ଡ୍ୟୁଟି ପାଇଁ କଳ୍ପନା ଯାଉଥିଲେ। ତାଙ୍କ ବୋଉ ଫୋନ୍ କରିଥିବା ବେଳେ, ସେ ଫୋନ୍ କଥା ହୋଇ ଚାଲି ଚାଲି ଯାଉିଥିଲେ। କିନ୍ତୁ ଜାଣିନଥିଲେ ତାଙ୍କ ୩ ଜଣ ଯୁବକ ଫଲୋ କରି କର ଆସୁଥିଲେ। ବାସ୍ ଜାଣିନି ପୂର୍ବରୁ ମୋ ମୋବାଇଲ୍ ଫୋନ‌କୁ ବାଇକର ପଛ ସିଟ୍‌ରେ ବସିଥିବା ଯୁବକ ଜଣକ ଛଡ଼ାଇ ନେଇ ଚମ୍ପଟ୍ ମାରିଥିଲେ। ବାଇକ୍‌ରେ ୨ଜଣ ସ୍ଥାନୀୟ ଯୁବକ ଥିବା ଯୁବତୀ ଅଭିଯୋଗ କରିଛି। ଯୁବତୀ ଜଣକ ଏକ ମଲ​‌ରେ କାମ କରୁଥିବା ସୂଚନା ମିଳିଛି।

ସୂଚନା ମୁତାବିକ, ଆଜି ସକାଳେ ରବି ଟକିଜି ଛକରୁ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୩ ଜଣ ଯୁବକ ଏହି କାଣ୍ଡ କରିଛନ୍ତି । ପରେ ଯୁବତୀ ଜଣକ ଏନେଇ ବଡଗଡ ଥାନାରେ ଏତଲା ଦେଇଛନ୍ତି । ଯୁବତୀ ଜଣଙ୍କ ଏକ ମଲରେ କାମ କରନ୍ତି । ସେ କୌଣସି କାମରେ ରାସ୍ତାରେ ଯାଉଥିବେବେଳେ ଦୁର୍ବୃତ୍ତମାନେ ଏପରି କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିଟିଭ ଯାଞ୍ଚ କରିବାକୁ ସ୍ଥାନୀୟଲୋକ ଦାବି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ, ଗତ କିଛିଦିନ ତଳେ ନୟାପଲ୍ଲୀ ମର୍ଣ୍ଣିଂଓ୍ୱାର୍କରେ ଯାଉଥିବା ମହିଳାଙ୍କୁ ଆକ୍ରମଣ କରିବା ସହ ସୁନା ଚେନ୍ ଲୁଟି ନେଇଥିଲେ ।

ସମ୍ବନ୍ଧିତ ଖବର