PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଗୋଟିଏ ଆଡଲ୍ଟ ଫଟୋ ବିକ୍ରି କରି ଏହି ମଡେଲ୍‌ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା , ହେଲେ କେହି ପୁରୁଷ ସଂପର୍କ ରଖିବାକୁ ଚାହୁଁ ନାହାନ୍ତି…

www.thesun.co.uk

ଆମେରିକା – କିଛି ଲୋକ କୁହନ୍ତି ଟଙ୍କାରେ ସବୁକିଛି କିଣା ଯାଇପାରେ । ହେଲେ ନିଜର ବୋଲ୍‌ଡ ଫଟୋକୁ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାରେ ଅନ୍‌ଲାଇନ୍‌ ବିକ୍ରି କରି ମଧ୍ୟ ଜଣେ ଲୋକପ୍ରିୟ ମଡେଲ ଖୁସି ନୁହଁନ୍ତି । ସେ କହୁଛନ୍ତି କି ପୁରୁଷ ତାଙ୍କର ଜବ୍‌ ବିଷୟରେ ଜାଣି ତାଙ୍କ ଠାରୁ ଦୂରେଇ ଯାଉଛନ୍ତି । ଏଥିପାଇଁ ସେ ଏକୁଟିଆ ହୋଇ ଯାଇଛନ୍ତି ଏବଂ ତାଙ୍କୁ ପ୍ରକୃତ ପ୍ରେମ ଏଯାଏ ମିଳିପାରୁନାହିଁ ।

Despite her success on the website, Amanda is struggling to find a boyfriend

୨୭ ବର୍ଷିୟ ଅମାଣ୍ଡା ସୋମର କହିଛନ୍ତି କି ମୁଁ ନିଜର ବୋଲ୍ଡ  ଫଟୋ ଅନଲାଇନ୍‌ ବିକ୍ରି କରି ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛି ।  ଆପଣଙ୍କୁ ନିଶ୍ଚୟ ଏହା ହୃଦୟସ୍ପର୍ଶୀ ଓ ସହଜ ମନେହେଉଥିବ , କିନ୍ତୁ ଏହି କାମ ବିଁ ମୋର ସମସ୍ୟାର କାରଣ ସାଜିଛି । ଏହି ଚାକିରୀରୁ ତ ତାଙ୍କୁ ବହୁତ ଟଙ୍କା ମିଳୁଛି , ହେଲେ ସେ ଏକଲାପଣର ଶିକାର ହୋଇ ଯାଇଛନ୍ତି । ଯେଉଁ ପୁରୁଷ ତାଙ୍କର ନିକଟତର ହେଉଛନ୍ତି , ପରେ ତାଙ୍କ କାମ ବିଷୟରେ ଜାଣିବା ପରେ ଦୂରେଇ ଯାଉଛନ୍ତି । ଏବେ ସେ ଏଥିରେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଅମାଣ୍ଡା ସୋମରଙ୍କୁ କହିବା ମୁତାବକ , ପ୍ରଥମେ ସେ RyanAir ରେ ଏୟାର ହୋଷ୍ଟେସ୍‌ର ଚାକିରୀ କରୁଥିଲେ । ହେଲେ ସେ ନିଜର ଚାକିରୀରୁ ବହୁତ ବୋର୍‌ ହୋଇଯାଇ ଥିଲେ । ଏଥିପାଇଁ  ସେ ଗତ ବର୍ଷ ସେହି ଚାକିରୀ ଛାଡ଼ି ଦେଇଥିଲେ , କିଛି ଫୁଲ୍‌ ଟାଇମ୍‌ ଓଲନି ଫ୍ୟାନ୍ସ ମଡେଲର କାମ ଆରମ୍ଭ କରି ଦେଇଥିଲେ । ସେ ଏହି ଆଡଲ୍ଟ ସାଇଟ୍‌ରେ କେବଳ ନିଜର ବୋଲ୍ଡ ଫଟୋ ପୋଷ୍ଟ କରି ୧୫,୦୦୦ଡଲାର ଅର୍ଥାତ୍‌ ପାଖାପାଖି୧୩ ଲକ୍ଷ ୧୮ ହଜାର ଟଙ୍କା ଗୋଟିଏ ମାସରେ କମାଇ ଥାନ୍ତି ।