ଏବେ ଲୋକ ବେପାରୁଆ ହେବା ଚିନ୍ତାର କାରଣ- ପ୍ରଧାନମନ୍ତ୍ରୀ ମୋଦୀ

ମୋଦୀଙ୍କ ଅଭିଭାଷଣର ମୁଖ୍ୟାଂଶ

ଆମେ ଅନ୍‌ଲକ୍‌-୨ରେ ପ୍ରବେଶ କରୁଛୁ
ଏହି ମାସରେ ପ୍ରବଶ କରୁଛୁ ଯେଉଁଥିଲେ ଥଣ୍ଡା କାଶ ଛିଙ୍କ ହୋଇଥାଏ ।
ଦେଶବାସୀ ଏହାର ଧ୍ୟାନ ରଖନ୍ତୁ ।
ଭାରତ ଏବେ ସ୍ଥିତି ଏବେ ଏକ ପ୍ରକାର ନିୟନ୍ତ୍ରଣରେ ରହିଛି । ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଛି । ଅନ୍‌ଲକ୍‌ ଏକ ରେ ଲୋକମାନେ ବେପାରୁଆ ହେଉଛନ୍ତି । ପ୍ରଥମେ ମାସ୍କ ଓ ୨ ଫୁଟ୍‌ ସାମାଜିକ ଦୂରତା ୨୦ ସେକେଣ୍ଡା ହାତ ଧୋଇବା ପାଇଁ କହିଛୁ । ଏବେ ଲୋକ ବେପାରୁଆ ହେବା ଚିନ୍ତାର କାରଣ ।
ଏବେ ଲୋକଙ୍କୁ ଅଧିକ ସଚେତନ ହେବାର ଅଛି ।
ଏବେ କଣ୍ଟେନମେଣ୍ଟ ଜୋନ୍‌ର ଲୋକଙ୍କୁ ରୋକିବାର ଅଛି ।

ଲୋକଙ୍କୁ ଏବେ ସଚେତନ କରିବାର ଅଛି ।
ଆମେ ଏବେ ଦେଖିଛୁ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ମାସ୍କ ନ ପିନ୍ଧିବାରୁ ଜୋରମାନା ଦେଇଥିଲେ । ଭାରତରେ ସ୍ଥାନୀୟ ପ୍ରଶାସନକୁ ଏପରି କରିବାର ଅଛି । ଏହା ୧୨୦ କୋଟି ଲୋକଙ୍କର ଜୀବନ ରକ୍ଷାର ଲକ୍ଷ୍ୟ । ଗାଁ ମୁଖିଆ ଠାରୁ ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଧ୍ୟାନ ଦେବାକୁ ପଡିବ ।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଏହି ଖେଳାଳୀଙ୍କର ପ୍ରଶଂସାରେ ଶତମୁଖ ସଚିନ ‘ରିଭର୍ସ ସୁଇଂକୁ ରିଭର୍ସ କରାନ୍ତି ଆଣ୍ଡରସନ’