ମୋଦି ସରକାରଙ୍କ ନୂଆ ଘୋଷଣା: ଏବେ ମାତ୍ର ୩୨୮ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର, କେଉଁମାନେ ହେବେ ଲାଭବାନ୍ ଜାଣନ୍ତୁ

ନୂଆଦିଲ୍ଲୀ ୩୦।୮: ମୋଦି ସରକାର ସବୁବେଳେ କିଛି ନା କିଛି ନୂଆ ଯୋଜନା ଘୋଷଣା କରିବାରେ ଲାଗି ପଡ଼ିଛନ୍ତି। ସେଥିରେ ଲୋକଙ୍କ ପାଇଁ ଅନେକ ସୁବିଧା ମଧ୍ୟ ଉପଲବ୍ଧ କରିଛନ୍ତି। ଏଥର ମୋଦି ସରକାର ଏଲପିଜି ସିଲିଣ୍ଡର ବ୍ୟବହାର କରିବା ପାଇଁ ବଡ଼ ଖୁସି ଖବର ଦେଇଛନ୍ତି। ଉତ୍ତରପ୍ରଦେଶ ସରକାର ଉଜ୍ବଳା ଯୋଜନା ଅନ୍ତର୍ଭୁକ୍ତ ମହିଳାଙ୍କ ପାଇଁ ଏହି ଖୁସି ଖବର ରହିଛି। କାରଣ ସେମାନଙ୍କୁ ଅତି କମ୍ ଦରରେ ଗ୍ୟାସ ସିଲିଣ୍ଡର ଦେବାକୁ ଯାଉଛନ୍ତି ସରକାର।

ତେବେ ଉଜ୍ବଳା ଯୋଜନା ଅନ୍ତର୍ଭୁକ୍ତ ମହିଳାଙ୍କୁ ମାତ୍ର ୩୨୮ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ। କେବଳ ଏତିକି ନୁହେଁ ଏହା ସହିତ ମୋଦି ସରକାର ଆପଣଙ୍କ ଘର ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବିଛାଇବାକୁ ଯାଉଛନ୍ତି। ଏହା ଦ୍ବାରା ଲୋକଙ୍କୁ ଗ୍ୟାସ ସିଲିଣ୍ଡର ବୋଝରୁ ମୁକ୍ତି ତ ମିଳିବ ତା ସହିତ ସେମାନଙ୍କୁ ଅନେକ ସୁବିଧା ମଧ୍ୟ ମିଳିବ।

ଏହି ଯୋଜନା ପାଇଁ କାମ ଏବେ ଆରମ୍ଭ କରାଯିବ। ଏହା ସହିତ ଆମକୁ ବିଶ୍ବାସ ଅଛି କି ଜଲଦୀ ହିଁ ସରକାର ଏହି ସୁବିଧାକୁ ପୁରା ଭାରତରେ ଉପଲବ୍ଧ କରାଇବେ। ଯଦି ଏହି ଯୋଜନା ସଫଳ ହୁଏ ତାହେଲେ ଲୋକଙ୍କୁ ଗ୍ୟାସ ପାଇପଲାଇନରେ ହିଁ ଗ୍ୟାସ ମିଳିଯିବ ଏବଂ ସିଲିଣ୍ଡର ପାଇଁ ଲାଇନ୍ ଲଗାଇବା ଜରୁରୀ ପଡ଼ିବ ନାହିଁ ବୋଲି କୁହାଯାଇଛି।

   ସମ୍ବନ୍ଧିତ ଖବର


କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?