୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ – ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି ହେଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା

ଏବେ ଲୋକ ବେପାରୁଆ ହେବା ଚିନ୍ତାର କାରଣ- ପ୍ରଧାନମନ୍ତ୍ରୀ ମୋଦୀ
ମୋଦୀଙ୍କ ଅଭିଭାଷଣର ମୁଖ୍ୟାଂଶ

ଆମେ ଅନ୍‌ଲକ୍‌-୨ରେ ପ୍ରବେଶ କରୁଛୁ
ଏହି ମାସରେ ପ୍ରବଶ କରୁଛୁ ଯେଉଁଥିଲେ ଥଣ୍ଡା କାଶ ଛିଙ୍କ ହୋଇଥାଏ ।
ଦେଶବାସୀ ଏହାର ଧ୍ୟାନ ରଖନ୍ତୁ ।
ଭାରତ ଏବେ ସ୍ଥିତି ଏବେ ଏକ ପ୍ରକାର ନିୟନ୍ତ୍ରଣରେ ରହିଛି । ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଛି । ଅନ୍‌ଲକ୍‌ ଏକ ରେ ଲୋକମାନେ ବେପାରୁଆ ହେଉଛନ୍ତି । ପ୍ରଥମେ ମାସ୍କ ଓ ୨ ଫୁଟ୍‌ ସାମାଜିକ ଦୂରତା ୨୦ ସେକେଣ୍ଡା ହାତ ଧୋଇବା ପାଇଁ କହିଛୁ । ଏବେ ଲୋକ ବେପାରୁଆ ହେବା ଚିନ୍ତାର କାରଣ ।
ଏବେ ଲୋକଙ୍କୁ ଅଧିକ ସଚେତନ ହେବାର ଅଛି ।
ଏବେ କଣ୍ଟେନମେଣ୍ଟ ଜୋନ୍‌ର ଲୋକଙ୍କୁ ରୋକିବାର ଅଛି ।

ଲୋକଙ୍କୁ ଏବେ ସଚେତନ କରିବାର ଅଛି ।
ଆମେ ଏବେ ଦେଖିଛୁ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ମାସ୍କ ନ ପିନ୍ଧିବାରୁ ଜୋରମାନା ଦେଇଥିଲେ । ଭାରତରେ ସ୍ଥାନୀୟ ପ୍ରଶାସନକୁ ଏପରି କରିବାର ଅଛି । ଏହା ୧୨୦ କୋଟି ଲୋକଙ୍କର ଜୀବନ ରକ୍ଷାର ଲକ୍ଷ୍ୟ । ଗାଁ ମୁଖିଆ ଠାରୁ ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଧ୍ୟାନ ଦେବାକୁ ପଡିବ ।
ଏବେ ଲୋକମାନେ ଭୋକରେ ନରହନ୍ତୁ , ସମସ୍ତଙ୍କର ଜଳୁ ସେଥିପାଇଁ ଆର୍ଥିକ ସହାୟତା ଦିଆଯାଇଛି ।

ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ଦିଆଯାଇଛି । ଲୋକଙ୍କ ବ୍ୟାଙ୍କ ଖାତାରେ ୧୮୦୦୦ କୋଟି ଟଙ୍କା ଜମା ହୋଇଛି ।

ଏବେ ଗାଁର ଶ୍ରମିକଙ୍କୁ ରୋଜଗାର ଦେବାପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ ସରକାର ପ୍ରୟାସ କରୁଛନ୍ତି ।
କରୋନା ଯୁଦ୍ଧ ପାଇଁ ଭାରତ ସରକାର ୮୦ କୋଟିରୁ ଅଧିକ ଲୋକଙ୍କୁ ରାସନ୍‌ , ଚାଉଳ ବା ଗହମ ମାଗଣା ଦେଇଛନ୍ତି । ଏହି ଯୋଜନାର ସମସ୍ତ ପରିବାରକୁ ଏକ କିଲୋ ଡାଲି ଦିଆଯାଇଛି ।


ଆମେରିକାର ଜନ ସଂଖ୍ୟାର ୨.୫ ,ବ୍ରିଟେନ୍‌ ୧୨ , ୟୁରୋପ ୟୁନିୟନ୍‌ ୨ ଗୁଣ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଛି ।

ମହତ୍ତ୍ୱ ପୂର୍ଣ୍ଣ ଘୋଷଣା – ଏଠାରେ ବର୍ଷା ଋତୁରେ କୃଷି କ୍ଷେତ୍ରରେ ଅଧିକ କାମ ହୁଏ । ଅନ୍ୟ କ୍ଷେତ୍ରରେ କମ୍ କାମ ହୋଇଥାଏ । ବିଭିନ୍ନ ପର୍ବ ପର୍ବାଣୀ ପାଳନ ହୋଇଥାଏ । ଏହି ସମୟରେ ଅଧିକ ଖର୍ଚ୍ଚ ହୋଇଥାଏ ,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଗରିବ ଲୋକଙ୍କୁ ଏହା ଅଧୀନରେ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ । ୮୦ କୋଟିରୁ ଅଧିକ ଗରିବ ଭାଇ ଭଉଣୀ ପ୍ରତି ପରିବାର ସଦସ୍ୟଙ୍କୁ ୫ କିଲୋ ଗହମ ବା ଚାଉଳ ପ୍ରଦାନ କରାଯିବ । ପ୍ରତି ପରିବାର ଲୋକଙ୍କୁଏକ କିଲୋ ଚଣା ବି ଦିଆଯିବ । ଏଥିରେ ୯୦ ହଜାର କୋଟି ଟଙ୍କାରୁ ଅଧି ଟଙ୍କା ଖର୍ଚ୍ଚ ହେବ ।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଏହି ଖେଳାଳୀଙ୍କର ପ୍ରଶଂସାରେ ଶତମୁଖ ସଚିନ ‘ରିଭର୍ସ ସୁଇଂକୁ ରିଭର୍ସ କରାନ୍ତି ଆଣ୍ଡରସନ’