ସୋମବାର ଫିଲ୍ଡ ସାମ୍ବାଦିକଙ୍କ ହେବ କରୋନା ଟେଷ୍ଟ


ଭୁବନେଶ୍ବର ୧୯/୪: ସାମ୍ବାଦିକଙ୍କ କରୋନା ପରୀକ୍ଷା କରିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି । ଆସନ୍ତା ସୋମବାର ଏଥିପାଇଁ ସ୍ୱତନ୍ତ୍ର ନମୁନା ସଂଗ୍ରହ କେନ୍ଦ୍ର ଖୋଲିବ । ତେବେ ଗଣମାଧ୍ୟମ ସଂସ୍ଥାର ସମସ୍ତ କର୍ମଚାରୀଙ୍କ ପରୀକ୍ଷା କରାଯିବନି । କେବଳ କ୍ଷେତ୍ରକୁ ଯାଇ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କ ପରୀକ୍ଷା ହେବ । ଏ ନେଇ ଆଜି ବିଏମସିରେ ବୈଠକ ବସିଥିଲା । କେଉଁ କେନ୍ଦ୍ରରେ ନମୁନା ସଂଗ୍ରହ ହେବ ଆଜି ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ପୂର୍ବତନ ଆଇଏଏସ୍‌ ଡ. ବି. ଭେଙ୍କଟରମଣଙ୍କ ପରଲୋକ

‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା: ୨ ଗୁରୁତର

ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା