କୂଅକୁ ଡେଇଁ ମାଆ-ଝିଅଙ୍କ ଆତ୍ମହତ୍ୟା

ସମ୍ୱଲପୁର – ସମ୍ୱଲପୁର କିନାଲୋଇ ଗାଁରେ  ଅଭାବନୀୟ ଘଟଣା ।  କୂଅକୁ  ଡେଇଁ ମାଆ-ଝିଅ କରିଛନ୍ତି ଆତ୍ମହତ୍ୟା ।  ୬ ବର୍ଷର ଝିଅକୁ ସାଥିରେ ଧରି କୂଅକୁ ଡେଇଁଲା ମାଆ । ମାନସିକ ବିକାର ଗସ୍ତ ଥିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି ।

ମୃତଦେହ ଜବତ କରି କତରବଗା ଥାନା ପୁଲିସ୍‌ର ତଦନ୍ତ ଜାରି ।

   ସମ୍ବନ୍ଧିତ ଖବର


ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ

କଟକ ବନଖଣ୍ଡରେ ଦେଖାଦେଲେ ଦୁଇ ବାଘ ଶାବକ- ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ

ଯୋଡାମୁଣ୍ଡ ଶିଶୁ କାଳିଆର ଶେଷକୃତ୍ୟ ସମ୍ପନ୍ନ

ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍‌ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଳରେ ରହିବ’

ବନ୍ଧା ହେଲା କୋକେଇ, ମିଳିଲା ଚାରି କାନ୍ଧ: ଶ୍ମଶାନରେ ‘ଶୁଆ’କୁ ହିନ୍ଦୁ ରୀତିନୀତି ଅନୁଯାୟୀ କରାଗଲା ଦାହ ସଂସ୍କାର

କୋଣାର୍କ ମହୋତ୍ସବ ବନ୍ଦ ଲାଗି ହାଇକୋର୍ଟରେ ଆଉ ଏକ ମାମଲା