PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଶିଳ୍ପାଙ୍କୁ ସତ ନିଶ୍ଚୟ ଜଣାଥିବ : ମୁକେଶ ଖନ୍ନା

ନୂଆଦିଲ୍ଲୀ – ରାଜ୍‌କୁନ୍ଦ୍ରାଙ୍କର ପର୍ଣ୍ଣୋଗ୍ରାଫି ଲିଙ୍କ୍‌ ନେଇ ନିଜର ପ୍ରତିକ୍ରିୟା ରଖିଲେ ଅଭିନେତା ମୁକେଶ ଖନ୍ନା ।  ସେ କହିଛନ୍ତି , ଏହି ପୂରା ମାମଲାରେ ଶିଳ୍ପା ଶେଟ୍ଟୀ ସତ କହୁ ନାହାନ୍ତି । ପୂର୍ବେ ପତି-ପତ୍ନୀଙ୍କ ମଧ୍ୟରେ ଅଧିକ କଥାବାର୍ତ୍ତା ହେଉନଥିଲା , ହେଲେ ଆଜି ପତ୍ନୀଙ୍କୁ ସବୁ ଜଣା କି ତାଙ୍କର ପତି କଣ କରୁଛନ୍ତି । ଆଉ ଏହି ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ୧୨୦ପ୍ରତିଶତ ଜଣାଥିବ ନିଶ୍ଚୟ ।

ମୁକେଶ କହିଛନ୍ତି , ମୁଁ ଏହା କହୁ ନାହିଁକି ଏଥିପାଇଁ ସେ ଦାୟୀ , ହେଲେ ଯଦି ସେ ସଚ୍ଚୋଟ ଓ ନିଜ ପତିଙ୍କ ବିପକ୍ଷରେ କହିବାକୁ ସାହସ କରୁଛନ୍ତି , ତ ତାଙ୍କୁ କହିବା ଉଚିତ୍‌ । କାରଣ ଯଦି ଏମିତି କରୁଛନ୍ତି ତ ଆଡଲ୍ଟ ଇଣ୍ଡଷ୍ଟ୍ରୀ ବନ୍ଦ ହୋଇଯିବ ।

ଉଲ୍ଲେଖନୀୟ ଯେ, ଗତ ସପ୍ତାହରେ  ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଖୁବ୍‌ ହଙ୍ଗାମା ହୋଇଥିଲା , ଯେବେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କର ପତି ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ମାମଲାରେ ମୁମ୍ୱାଇ ପୁଲିସ୍‌ର କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଛି । କୁନ୍ଦ୍ରା ଏହି ସମୟରେ ମୁମ୍ୱାଇ ପୁଲିସ୍‌ର କଷ୍ଟୋଡିରେ ଅଛନ୍ତି ଏବଂ ପୂରା ମାମଲାର ପୁଲିସ୍‌ ତଦନ୍ତ କରୁଛି । ପୁଲିସ୍‌ ଦାବି କରିଛି କି  ଏହି ମାମଲାରେ ଅନେକ ହ୍ୱାଟ୍ସଆପ୍‌ ଟାଟ୍ସ , ଫାଇନେନ୍ସିଆଲ ଟ୍ରାଜାକ୍ସନ ଭଳି ପ୍ରମାଣ ସାମନାକୁ ଆସିଛି । ନିକଟରେ ଶିଳ୍ପା ଶେଟ୍ଟୀ ଏହି ମାମଲାରେ  ନିଜର ସଂପୃକ୍ତି ହେବା ବା ଏହି ବିଷୟରେ ଜାଣିଥିବା କଥାକୁ ମନା କରିଛନ୍ତି । ଏବେ ଏହି ମାମଲାରେ ଲୋକପ୍ରିୟ ଅଭିନେତା ମୁକେଶ ଖନ୍ନା ନିଜର ପ୍ରତିକ୍ରିୟା ଦେଇଛନ୍ତି ।