PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ଡେଲଟା ଛକରେ ଜୁଏଲାରୀ ଦୋକାନରୁ ଲୁଟ୍‌ , କେଜିଏ ସୁନା, ୧୦ କେଜି ରୁପା ଅଳଙ୍କାର ଓ କ୍ୟାସ୍‌ ବକ୍ସରୁ ଦେଢ଼ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ
  • ||
  • ମହାରାଷ୍ଟ୍ରରୁ ପୁଣି ୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ , ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା,ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୁ ବୃଦ୍ଧି
  • ||
  • ଯାଜପୁର ଡୁବୁରିରେ ପ୍ରତିଷ୍ଠା ହେବ ନୂଆ ଇଏସ୍‌ଆଇ ହସ୍ପିଟାଲ । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବ । ଏନେଇ ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅନୁମୋଦନ ।
  • ||
  • ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ ESICର ଉପ ଆଞ୍ଚଳିକ କାର୍ଯ୍ୟାଳୟ – ESICର ବୈଠକରେ ଅନୁମୋଦନ ଦେଲେ ଶ୍ରମ ମନ୍ତ୍ରୀ
  • ||
  • ପୁରୀ: ପୁରୀଠୁ ୭୦ କିମି ଦୂରରେ ବାତ୍ୟା ଜୱାଦ୍, ଆସନ୍ତାକାଲି ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ
  • ||
  • ଜାମଗାଁ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ
  • ||
  • ସୁନ୍ଦରଗଡ଼: ଭାରସାମ୍ଯ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ
  • ||
  • ଝାରସୁଗୁଡା : ବାରହା ଫାଶରେ ପଡି ଚାଲିଗଲା ଯୁବକଙ୍କ ଜୀବନ
  • ||
  • କଟକ : ‘ଜୱାଦ’ ପ୍ରଭାବରେ କଟକରେ ପ୍ରବଳ ବର୍ଷା, ୨୦.୫୧ ମିମି ବୃଷ୍ଟିପାତ ରେକର୍ଡ
  • ||
  • ମ.ରାମପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍ ଏବଂ ହେଲପର୍‌
  • ||
  • ସୋର : ଜଳିଗଲା ୨ ମହଲା ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ନୂଆଦିଲ୍ଲୀ: ଜାନୁଆରୀରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ଘାତକ: ଆଇଆଇଟି କାନପୁର ସତର୍କବାଣୀ
  • ||
  • କେନ୍ଦୁଝର : ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ଦଳିମକଚି ନଷ୍ଟ କରିଦେଲେ ଏକର ଏକର ଧାନ ଫସଲ
  • ||
  • ଭୁବନେଶ୍ଵର : ଅବପାତ ରୂପ ନେଲା ବାତ୍ୟା ଜୱାଦ, ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ଭୁବନେଶ୍ୱର : ଟଳିଲା ବାତ୍ୟା ବିପଦ, ଉଜୁଡ଼ିଲା ଚାଷ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷିପାରେ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ଉଜୁଡିଲା ଫସଲ, ଚାଷୀ ମୁଣ୍ଡରେ ଚଡ଼କ
  • ||
  • ପଦ୍ମପୁର : ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ୨୨୦ ବସ୍ତା ଧାନ ଜବତ
  • ||

ବିଚ୍ ରାସ୍ତାରେ ଯୁବକଙ୍କ ଗଳା କାଟି ହତ୍ୟା: ପରକୀୟାପ୍ରୀତି ପାଇଁ ହତ୍ୟା ସନ୍ଦେହ

ଖୋର୍ଦ୍ଧା ୧୮/୨: ବିଚ୍ ରାସ୍ତାରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୁତ୍ତ । ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ନୂଆସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ଆକ୍ରମଣରେ ମୃତ ଯୁବକ ହେଲେ ଦେଉଳି ଗାଁର ଚିନ୍ମୟ ସାହୁ ।

ଆଜି ୧୨ଟା ୧୦ ମିନିଟ୍ ସମୟରେ ଚିନ୍ମୟ ବାଇକ୍‌ରେ ଯାଉଥିବାବେଳେ ଦେଉଳି ଗାଁ ମଝିରେ ଧାରୁଆ ଅସ୍ତ୍ରରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା ଦୁର୍ବତ୍ତ । ଅନ୍ୟପଟେ ଏହି ହତ୍ୟା ପ୍ରତିବାଦରେ ଅଭିଯୁକ୍ତର ଘର ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ । ପରକୀୟା ପ୍ରୀତି ପାଇଁ ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ଆଉ ୩ ଦିନ ପରେ ଚିନ୍ମୟଙ୍କ ବିବାହ ହୋଇଥାନ୍ତା ।  ତେଣୁ ଏହି ହତ୍ୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗାଁରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ପହଞ୍ଚି  ଧାରୁଆ ଅସ୍ତ୍ର ଓ ବାଇକ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି  ବେଗୁନିଆ ପୋଲିସ ।