ଅନୁଭବଙ୍କୁ ହତ୍ଯା ଧମକ

କଟକ ୩୦/୪: ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ଯା ଧମକ । ମଙ୍ଗଳବାର ଅନୁଭବ ମହାନ୍ତିଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପରେ ଧମକ ଦେଇଛି । ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ମେସେଜରେ ଧମକ ଦିଆଯାଇଛି । ଏନେଇ ପୁରୀଘାଟ ଥାନାରେ ଏତଲା କଲେ ଅନୁଭବ । ଏକ ମାମଲା ରୁଜୁ କରି ପୁରୀଘାଟ ପୋଲିସ ତଦନ୍ତ ଆରମ୍ଭ କରିଛି । କହିରଖୁଛୁ ଅନୁଭବ ଚଳିତ ନିର୍ବାଚନରେ କେନ୍ଦ୍ରାପଡାରୁ ଲୋକସଭା ଆସନ ପାଇଁ ବିଜେଡି ପକ୍ଷରୁ ନିର୍ବାଚନ ଲଢୁଛନ୍ତି ।

   ସମ୍ବନ୍ଧିତ ଖବର


ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

କରୋନା ଭ୍ୟାକସିନ ନେବାପରେ ଦେଖାଦେଉଛି ଏସବୁ ଶାରିରୀକ ସମସ୍ୟା, ଜାଣନ୍ତୁ ସରକାର କ’ଣ କରିଛନ୍ତି ବ୍ୟବସ୍ଥା

ଶ୍ରୀନଗରରେ ଆତଙ୍କୀ ହମଲା, ୨ ଯବାନ ସହିଦ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ରାଷ୍ଟ୍ରହିତ କାମରେ ବାଧା ସୃଷ୍ଟି ନକରୁ ରାଜନୀତି, ଏକ ଦେଶ -ଏକ ନିର୍ବାଚନ ଭାରତ ପାଇଁ ଆବଶ୍ୟକ: ପ୍ରଧାନମନ୍ତ୍ରୀ