ବିଜେଡିରେ ଯୋଗଦେଲେ ପୂର୍ବତ୍ତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ

source:odishasuntimes.com
ଭୁବନେଶ୍ୱର ୮/୩: ବିଜେଡିରେ ଯୋଗଦେଲେ ପୂର୍ବତ୍ତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ଆଜି(ଶୁକ୍ରବାର) ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଫେବୃଆରୀ ୨୮ ତାରିଖରେ ବ୍ଯକ୍ତିଗତ କାରଣରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ନଳିନୀକାନ୍ତ । ତେବେ ପୂର୍ବତ୍ତନ ଏସସିଏସଟି ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସାଏ ବି ବିଜେଡିରେ ମିଶିଲେ ।