PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ପାକିସ୍ତାନର ପ୍ରଥମ ମହିଳା ଆଷ୍ଟ୍ରୋନଟ୍ ଚନ୍ଦ୍ରଯାନ-୨ ମିଶନକୁ ନେଇ ହେଲେ ଭାବୁକ, କହିଲେ…

ନୁଆଦିଲ୍ଲୀ ୯/୯: ପାକିସ୍ତାନର ପ୍ରଥମ ମହିଳା ଆଷ୍ଟ୍ରୋନଟ୍ ହେଉଛନ୍ତି ନମିରା ସଲିମ୍ । ସେ ଚନ୍ଦ୍ରଯାନ-୨ ମିଶନକୁ ନେଇ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ନମିରା ସାଇନ୍ସ ମାଗାଜିନ୍ ସାଇଁଟିୟାକୁ ଇଣ୍ଟରଭ୍ଯୁରେ କହିଛନ୍ତି ଯେ

ଇଣ୍ଡିଆ ଓ ଇସ୍ରୋ ଚନ୍ଦ୍ରର ସାଉଥ୍ ପୋଲରେ ସପ୍ଟ ଲାଣ୍ଡିଂ କରାଇବା ପାଇଁ ଚେଷ୍ଟା କରିଛନ୍ତି । ମୁଁ ଏହି ଐତିହାସିକ ଚେଷ୍ଟା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଚନ୍ଦ୍ରଯାନ-୨ ଲୁନାର ମିଶନ ସାଉଥ୍ ଏସିଆ ପାଇଁ ଏକ ବହୁତ ଉଚ୍ଚ ଡିଆଁ । ଏହି ଚେଷ୍ଟା ଫଲରେ କୌଣସି ଗୋଟିଏ ଅଞ୍ଚଳ ନୁହେଁ ବରଂ ସାରା ଗ୍ଲୋବାଲ୍ ସ୍ପେଶ୍ ଇଣ୍ଡଷ୍ଟ୍ରୀ ଗର୍ବ ଅନୁଭବ କରୁଛି । ସାଉଥ୍ ଏସିଆର ସ୍ପେସ୍ ସେକ୍ଟରରେ  ହେଉଥିବା ରିଜନଲ୍ ଡେଭଲପମେଣ୍ଟ ବହୁତ ଭିନ୍ନ । ଏହା ଫଳରେ କୌଣସି ଫରକ ପଡେନି ଯେ କେଉଁ କେଉଁ ଦେଶ ଲିଡ୍ କରୁଛନ୍ତି । ସ୍ପେଶରେ ସବୁ ରାଜନୈତିକ ସୀମା ଶେଷ ହୋଇଯାଏ । ଯେଉଁ ଜିନିଷ ଆମେ ପୃଥିବୀରେ ବାଣ୍ଟି ଦେଉଛନ୍ତି, ମହାକାଶରେ ସେ ସବୁ ଶେଷ ହୋଇଯାଏ । ଆମେ ସମସ୍ତେ ଏକ ହୋଇଯାଉ ।

ଏମିତି କହିଛନ୍ତି ପାକିସ୍ତାନର ପ୍ରଥମ ମହିଳା ଆଷ୍ଟ୍ରୋନଟ୍ । କହିରଖୁଛୁ ୬ ଓ ୭ ସେପ୍ଟେମ୍ବର ମଧ୍ୟ ରାତ୍ରିରେ ଭାରତର ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରରେ ଓହ୍ଲାଇଥାନ୍ତା । କିନ୍ତୁ ଯେତେବେଳେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିଲା, ସେତେବେଳେ ତାର ଅର୍ବିଟରଠୁ ସମ୍ପର୍କ କଟିଗଲା । ସମସ୍ତେ ନିରାଶ ହୋଇଯାଇଥିଲେ । କିନ୍ତୁ ବିଶ୍ୱର ସମସ୍ତ ଦେଶ ଭାରତକୁ ଏହି ଚେଷ୍ଟା ପାଇଁ ପ୍ରଶଂସା କରିଥିଲେ । ତେବେ କହିରଖୁଛୁ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର କୌଣସି କ୍ଷତି ହୋଇନି । ଲ୍ୟାଣ୍ଡର ଠିକ୍ ଅଛି । ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ନକରି ଏହା ହଠାତ ଦ୍ରୁତ ଗତିରେ ଆସି ଖସି ପଡିଥିଲା। କିନ୍ତୁ ଏବେବି ବିକ୍ରମର କୌଣସି କ୍ଷତି ହୋଇନାହିଁ ଏବଂ ଭାଙ୍ଗିନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର