PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ନାସା ଏହି ଆଷ୍ଟେରଏଡ୍‌କୁ ପଠାଇବ ମହାକାଶ ଯାନ , ଯାହାକି ପୃଥିବୀର ସବୁ ମଣିଷକୁ କରିଦେବ ଧନୀ

aajtak.intoday.in

ଆମେରିକା – ଆମେରିକା ଅନ୍ତରୀକ୍ଷ ଏଜେନ୍ସି  ନାସା  ଏହି ଆଷ୍ଟେରଏଡ୍‌କୁ ଅଧ୍ୟୟନ କରିବାକୁ ଯାଉଛି , ଯାହା ପୃଥିବୀର ସବୁ ବ୍ୟକ୍ତିଙ୍କୁ କୋଟିପତି  କରିଦେବ ।  ଏହି ଏଷ୍ଟେରଏଡ୍‌ ପୁରା ଲୁହା ,ନିକେଲ ଓ ସିଲିକାରେ ତିଆରି ।  ଯଦି  ଏଥିରେ ଥିବା ଏହି ଧାତୁ ଗୁଡ଼ିକୁ ବିକ୍ରି କରିଦିଆ ଯାଏ ତ  ପୃଥିବୀରେ ଥିବା ସବୁ ବ୍ୟକ୍ତି ପାଖାପାଖି ୧୦ ହଜାର କୋଟି ଟଙ୍କା ପାଇବେ ।

नासा उस एस्टेरॉयड पर भेजेगा यान जो धरती के हर आदमी को अमीर बना दे

ନାସାର ଏହି ଏଷ୍ଟେରଏଡ୍‌ର ନାମ ୧୬ ସାଇକି ରଖିଛି । ଏହି ପୁରା ଏଷ୍ଟେରଏଡ୍‌ରେ ଥିବା ଲୁହାର ମୋଟ୍‌ ଦାମ ୧୦୦୦୦ କ୍ୱାନଡ୍ରିଲିୟନ ପାଉଣ୍ଡ । ଅର୍ଥାତ୍‌ ୧୦୦୦୦ରେ ୧୫ଟି ଶୂନ୍ୟ । ଏହାର ଅଧ୍ୟୟନ  କରୁଥିବା  ସ୍ପେସ୍‌କ୍ରାଫ୍ଟର ନାମ ମଧ୍ୟ ସାଇକି ରଖାଯାଇଛି । ନାସାର ସାଇକି ସ୍ପେସକ୍ରାଫ୍ଟ ସାଇକି ୨୨୬ କିଲୋମିଟର ଓସାର ଏହି ଏଷ୍ଟେରଏଡ୍‌ର ଅଧ୍ୟୟନ କରିବ ।  ସ୍ପେସ୍‌କ୍ରାଫ୍ଟର କ୍ରିଟକିଲ୍‌ ଡିଜାଇନ୍‌ ଷ୍ଟେଜ୍‌ ପୁରା ହୋଇ ସାରିଛି ।

नासा उस एस्टेरॉयड पर भेजेगा यान जो धरती के हर आदमी को अमीर बना दे

ଉଲ୍ଲେଖନୀୟ ଯେ , ଏଷ୍ଟେରଏଡ୍‌ ୧୬ ସାଇକି ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ଘୁରୁ ଥିବା ଏଷ୍ଟେରଏଡ୍‌ ବେଲ୍‌ଟରେ ଅଛି ।  ଖବର ସହ ଏହା ବି ଆସିଥିଲା ଯେ,  ସ୍ପେସ୍‌ ଏକ୍ସର ମାଲିକ୍‌ ଏଲନ ମସ୍କଙ୍କ ଠାରୁ ସାହାଯ୍ୟ ମାଗି କହିଛନ୍ତି ସେ ଏହି ଏଷ୍ଟେରଏଡରେ ଥିବା  ଲୁହାକୁ ତଦନ୍ତ ପାଇଁ ନିଜର ମହାକାଶ ଯାନରୁ ମିଶନ ଆରମ୍ଭ କରନ୍ତୁ ।

नासा उस एस्टेरॉयड पर भेजेगा यान जो धरती के हर आदमी को अमीर बना दे

ଏଷ୍ଟେରଏଡ୍ ୧୬ ସାଇକି  ଆମର ସୂର୍ଯ୍ୟଙ୍କ ଚାରିପଟେ  ଗୋଟି ଥର ଘୁରିବାକୁ  ୫ବର୍ଷ ଲଗାଇଥାଏ । ଏହାର ଏକ ଦିନ ୪.୧୯୬ ଘଣ୍ଟା ଅଟେ। ଏହାର ଓଜନ  ପୃଥିବୀର ଚନ୍ଦ୍ର ଓଜନର ପାଖାପାଖି ୧ ପ୍ରତିଶତ ।  

ସମ୍ବନ୍ଧିତ ଖବର