୨୦ରୁ ଜାତୀୟ ଜୁନିୟର ବାଳିକା ଫୁଟବଲ୍‌; ଓଡି଼ଶା ଦଳ ଘୋଷଣା, ସଙ୍ଗୀତା ଅଧିନାୟିକା

କଟକ, ୧୬ା୪ (ବ୍ୟୁରୋ): ଚଳତି ବର୍ଷ ସର୍ବଭାରତୀୟ ଫୁଟବଲ୍‌ ମହାସଂଘ ପକ୍ଷରୁ ଆସନ୍ତା ୨୦ ତାରିଖରୁ ମହାରାଷ୍ଟ୍ରର କୋହ୍ଲାପୁରରେ ଜାତୀୟ ଜୁନୟିର୍‌ ବାଳକିା ଫୁଟବଲ୍‌ ଚାମ୍ପଅିନସପି୍‌ ଅନୁଷ୍ଠତି ହେବ । ଏଥିପାଇଁ ଆଜି ଓଡ଼ଶିା ଦଳ ଘୋଷଣା କରାଯାଇଛ ।ି ସଙ୍ଗୀତା ଦାସ ଦଳର ଅଧିନାୟକିା ନଯିୁକ୍ତ ହୋଇଛନ୍ତ ।ି ଦଳରେ ସାମଲି ହୋଇଥôବା ଖେଳାଳମିାନେ ହେଲେ ସୁନ୍ଦରଗଡର଼ ମଞ୍ଜୁ ଗଞ୍ଝୁ, କେନ୍ଦ୍ରାପଡା଼ର ମଲିୀ୍ଲ ମାଝୀ, ପଣ୍ଣୂର୍ମିା ମଲକି୍ଲ, ଅନୁଗୁଳର ସୁନତିା ସୋରେନ,୍‌ ସୁନ୍ଦରଗଡର଼ ମୋମତିା ସୋରୋନଅିା, ଭୁବନେଶର୍ୱର ଅମତିା ଅମାଙ୍ଗ, କଟି୍େ‌ର ସଲମା ମୁମୁ,ର୍ ଭୁବନେଶର୍ୱର ସାଲ୍େ‌ଗ ମାଝୀ, ରାଉରକେଲାର ଜ୍ୟୋତ୍ସ୍ନା ଲାକ୍ରା, ସୁନ୍ଦରଗଡର଼ ସୁମତିା୍ର ହେମ୍ବମ୍ର,୍‌ ସରତିା ସୋରେଙ୍ଗ, କେନ୍ଦ୍ରାପଡା଼ର କଷ୍ଣ୍ରିା ବାରକି, ରାଉରକେଲାର ଜାହବ୍ନୀ କସିାନ, ଭୁବନେଶର୍ୱର ମାଳତୀ ମୁଣ୍ଡା ଓ ଶୁଭସତି୍ମା

ଶୁଭଦର୍ଶୀ ଦାସ, ଏସଟ୍‌ସିରି ଜ୍ୟୋତ ିକୁମାରୀ, ସୁନ୍ଦରଗଡର଼ ମନୀଷା ନାୟକ, କେନ୍ଦୁଝରର ବର୍ଷା ମୁଣ୍ଡା ଓ ଭୁବନେଶର୍ୱର ଲକ୍ଷପି୍ମ୍ରୀୟା ଲେଙ୍କା । ଦଳର କୋଚ୍‌ ଦାୟତି୍େୱର ସୁରଜ ଥାପ୍ପା ଥବିାବେଳେ ସୁଲତାନା ପରବନି୍‌ ମ୍ୟାନେଜର ଦାୟତି୍ୱରେ ରହଛିନ୍ତ ।ି ଦଳ ଆଜ ିଭୁବନେଶର୍ୱରୁ କୋହା୍ଲପୁର ଅଭମିୁଖେ ଯାତ୍ରା ଆରମ୍ଭ କରଛି ।ି ଓଡ଼ିଶା ଚାମ୍ପଅିନ୍‌ସପି୍‌ର ଦଳୀୟ ଲିଗ୍‌ରେ ପଣ୍ଡିଚେରୀ ଓ ଛତିଶଗଡ଼ ସହିତ ରହିଛି । ଆସନ୍ତା ୨୧ତାରଖି ଦନି ହେବାକୁ ଥବିା ପ୍ରଥମ ମ୍ୟାଚ୍‌ରେ ଛତଶିଗଡ ଼ଓ ୨୩ ତାରଖି ଦନି ପଣ୍ଡେିଚରୀକୁ ସାମା୍ନ କରବି ।

   ସମ୍ବନ୍ଧିତ ଖବର


ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ସୂର୍ଯ୍ୟକୁମାରଙ୍କ ସପକ୍ଷରେ ବାହାରିଲେ ବ୍ରାଏନ୍‌ ଲାରା, ପ୍ରଶଂସା କରି କହିଲେ- କ୍ଲାସ୍‌ ପ୍ଲେୟାର..

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ଦଳ ସହ ଖିମ୍‌ଜୀର ସହଭାଗିତା

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ରୋହିତ,ଈଶାନ୍ତଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ, କହିଲେ…

ମା ହେବେ ଷ୍ଟାର ରେସଲର, ଫଟୋ ସେୟାର କଲେ ବିଜେପି ନେତ୍ରୀ

ଖେଳୁଥିଲେ କ୍ରିକେଟ, ଚାଲିଗଲା ଜୀବନ