ନିର୍ବାଚନ ଖବର
  • ନୂଆଦିଲ୍ଲୀ : କିଏ ଗଢ଼ିବ ସରକାର ? ସନ୍ଧ୍ୟାରେ ଏନଡିଏ ଓ ଇଣ୍ଡିଆ ମେଣ୍ଟର ବୈଠକ
  • ||
  • ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ୧୬ ଫାୟାର ବ୍ରିଗେଡ୍ ଗାଡ଼ି ନିୟୋଜିତ
  • ||
  • ଭୁବନେଶ୍ଵର : ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ, ପାଗ ଅନୁକୂଳ
  • ||
  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର
  • ||

କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ନବୀନଙ୍କ ପ୍ରଚାର, ଲକ୍ଷ ଲକ୍ଷ ଲୋକଙ୍କ ଜନ ସମାଗମ

କଣ୍ଟାବାଞ୍ଜି, ୧୨।୫: କଣ୍ଟାବାଞ୍ଜିରେ ନବୀନଙ୍କ କ୍ୟାମ୍ପେନ୍ । କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ନବୀନଙ୍କ ପ୍ରଚାର । ସିନ୍ଧିକେଲାରେ ନବୀନଙ୍କ ଭୋଟ୍ ଅପିଲ୍ । ବିଜେଡି ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର । କଣ୍ଟାବାଞ୍ଜିରେ ଲକ୍ଷ ଲକ୍ଷ ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଛି । ଜୁଲାଇରୁ ମାଗଣା ବିଜୁଳି ବିଲ୍ ଆସିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ୯୦ ପ୍ରତିଶତ ପରିବାର ବିନା ଟଙ୍କାରେ ବିଜୁଳି ପାଇବେ । 

ପ୍ରଚାର ବେଳେ ବିଜେପିକୁ ଚାର୍ଗେଟ୍ କଲେ ନବୀନ । ବିରୋଧୀ ଦଳମାନେ ମିଛ କଥା କହୁଛନ୍ତି । ଭାରତୀୟ ଜନତା ପାର୍ଟି(ବିଜେପି) ନେତାମାନେ କୁମ୍ଭାର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ନବୀନ । ଲୋକଙ୍କ ଆଶିର୍ବାଦ ଭିକ୍ଷା କରିବା ସହ । ଶଙ୍ଖ ଚିହ୍ନକୁ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.