PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

କରୋନା କାଳରେ ପଞ୍ଜାବ କଂଗ୍ରେସରେ କଳହ, ଦିଲ୍ଲୀରେ ପାର୍ଟି ପ୍ୟାନେଲ ସହିତ ଆଲୋଚନା କଲେ ସିଦ୍ଧୁ

Aajtak

ନୂଆଦିଲ୍ଲୀ: କରୋନା ସଙ୍କଟ ଦେଇ ଦେଶ ଗତି କରୁଥିବା ବେଳେ ପଞ୍ଜାବ ରାଜନୀତିରେ ହଟଚମଟ। ଯାହା ପଞ୍ଜାବ କଂଗ୍ରେସରେ କିଛି ଠିକ୍‌ ଚାଲୁନଥିବାର ସଙ୍କେତ ଦେଉଛି। ଏସବୁ ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ସମସ୍ତ ବିଧାୟକ, ମନ୍ତ୍ରୀ ଓ ରାଜ୍ୟ ନେତା ମାନଙ୍କୁ ଦିଲ୍ଲୀ ଡକାଇଛନ୍ତି। ଅନ୍ୟପଟେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁ ଦିଲ୍ଲୀ ଆସି ହାଇ କମାଣ୍ଡଙ୍କ ଦ୍ବାରା ହୋଇଥିବା ପ୍ୟାନେଲକୁ ସାକ୍ଷାତ କରି ଯାଇଛନ୍ତି।

ସାକ୍ଷାତ ପରେ ସିଦ୍ଧୁ କହିଛନ୍ତି ଯେ, ହାଇକମାଣ୍ଡଙ୍କ ଡାକରା ପାଇ ମୁଁ ଏଠାକୁ ଆସିଛି। ପଞ୍ଜାବ ଲୋକଙ୍କ ସ୍ବର ଦିଲ୍ଲୀ ପର୍ଯ୍ୟନ୍ତ ପହଁଞ୍ଚେଇବା ପାଇଁ ମୁଁ ଆସିଛି। ମୁଁ ପଞ୍ଜାବର ସତ୍ୟ ଓ ବାସ୍ତବତା ବିଷୟରେ କହିଛି ବୋଲି ସେ କହିଛନ୍ତି।

ସିଦ୍ଧୁ ଆହୁରି କହିଛନ୍ତି ଯେ, ମୋର ଷ୍ଟାଣ୍ଡ ହେଉଛି ପଞ୍ଜାବ ଲୋକ ମାନଙ୍କର ଗଣାତାନ୍ତ୍ରିକ ଶକ୍ତି ଅଛି। ସେମାନେ ଏହା ପାଇବା ଉଚିତ୍। ଯାହା ସତ୍ୟ ଅଟେ ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରଶସ୍ତ କରି ଆସିଛି। ନବଜୋତ ସିଂ ସିଦ୍ଧୁ ଆହୁରି କହିଛନ୍ତି ଯେ, ସତ୍ୟ କେବେ ପରାସ୍ତ ହୋଇପାରିବ ନାହିଁ। ଆମେ ପଞ୍ଜାବକୁ ଜିତେଇବାକୁ ପଡ଼ିବ।