PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

କମ୍ TRP କାରଣରୁ ବନ୍ଦ ହୋଇଯିବ ଇଣ୍ଡିଆନ୍‌ ଆଇଡଲ ? ହିମେଶ ରେଶମିଆ କଲେ ଖୁଲାସା

www.aajtak.in

ନୂଆଦିଲ୍ଲୀ – ସିଙ୍ଗିଙ୍ଗ୍‌ ରିଆଲିଟି ଶୋ ଇଣ୍ଡିଆନ୍‌ ଆଇଡଲ ଲୋକଙ୍କୁ ଖୁବ୍‌ ମନୋରଞ୍ଜନ ଦେଉଛି । ଟିଆରପି ମାମଲାରେ ବି ଏହା ହିଟ୍‌ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଏବେ ସିଜିନ୍‌-୧୨ରେ ଶୋ’ର ଟିଆରପିରେ ପରିବର୍ତ୍ତନ ଦେଖାଦେଇଛି । ଚଳିତ ଥର ଭଲ ଭଲ ପ୍ରତିଯୋଗୀ ଥିବା ସତ୍ତ୍ୱେ  ଶୋ’କୁ ଭଲ ଟିଆରପି ମିଳିନାହିଁ। ଯେଉଁଥି ପାଇଁ କି ଅନେକ ଦିନରୁ ଶୁଣିବାକୁ ମିଳୁଛି ଇଣ୍ଡିଆନ୍‌ ଆଇଡଲ୍ ବନ୍ଦ ହେବାକୁ ଯାଉଛି।

ଏହାସହ ମଧ୍ୟ ପଢ଼ନ୍ତୁ – ସଂଜୟ ଦତ୍ତଙ୍କ ସହ କିସିଂ ସିନ୍‌ କରିବାକୁ ପୂଜା ଭଟ୍ଟଙ୍କୁ ତାଙ୍କ ପିତା ଏମିତି କହିଥିଲେ …

ଏବେ ପ୍ରଥମ ଥର ପାଇଁ ଏହି ଆକଳନ ଉପରେ ବିଚାରପତି ହିମେଶ ରେଶମିଆ ପ୍ରତିକ୍ରିୟା ଦେଇଛନ୍ତି । ସେ ସତ କଣ ଖୋଲି କହିଛନ୍ତି ଏବଂ ପ୍ରଶଂସକଙ୍କ ଖୁସି ହେବାର ଏକ ସୁଯୋଗ ମଧ୍ୟ ଦେଇଛନ୍ତି। ଏହି ସିଙ୍ଗର କହିଛନ୍ତି , ଇଣ୍ଡିଆନ ଆଇଡଲ ବନ୍ଦ ହେବନାହିଁ । ଶୋ’କୁ ରିପ୍ଲେସ୍‌ ମଧ୍ୟ କରାଯିବ ନାହିଁ। କେବଳ ଏହି ଶୋ’ର ସମୟରେ ପରିବର୍ତ୍ତନ କରିବାକୁ ବିଚାର କରାଯାଉଛି । ଏହି ବିଷୟକୁ ନେଇ ହିମେଶ କହିଛନ୍ତି , ଇଣ୍ଡିଆନ୍‌ ଆଇଡଲ , ସୁପର ଡ୍ୟାନ୍ସରକୁ ସ୍ଥାନ ନିଶ୍ଚୟ ଦେବ, ହେଲେ ଆମେ ମଧ୍ୟ ନୂଆ ସମୟରେ ଆସିବୁ । ପ୍ରତିଯୋଗୀମାନେ ବି ରହିବେ , ଜଜ୍‌ ବି ରହିବେ । ହେଲେ ଆପଣ ସମସ୍ତଙ୍କୁ ଆମେ ରାତି ୯ଟା୩୦ରେ ମନୋରଞ୍ଜନ କରିବୁ। ଆଉ ଏହି ପରିବର୍ତ୍ତନ  ୨୭ ମାର୍ଚ୍ଚରୁ ହେବ ।   

ଏବେ କଥାଟି ପୂରା ସ୍ପଷ୍ଟ ହୋଇଯାଇଛି । ଏହାର ଅର୍ଥ  ଇଣ୍ଡିଆନ୍‌ ଆଇଡଲ ଏବେ ବନ୍ଦ ହେବନାହିଁ । ସୁପର ଡ୍ୟାନ୍ସର କାରଣରୁ  ଶୋ’ର  ସମୟରେ ପରିବର୍ତ୍ତନ କରାଯିବ । ଏବେ  ରାତି ୮ଟାରେ ଶିଳ୍ପା ସେଟ୍ଟୀଙ୍କ ଶୋ ସୁପର ଡ୍ୟାନ୍ସର ଏଣ୍ଟରଟେନ୍‌ କରିବ ଏବଂ ରାତି ୯ଟା ୩୦ରେ ଇଣ୍ଡିଆନ ଆଇଡଲ ମନୋରଞ୍ଜନର ଗ୍ୟାରେଣ୍ଟି ଦେଉଛି ।