ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

ନୂଆଦିଲ୍ଲୀ  – ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ନେହା କକ୍କର ପୁରୁଷ ବନ୍ଧୁ ରୋହନପ୍ରୀତ ସିଂହଙ୍କ ସହ ବାହା ହେବାକୁ ଯାଉଛନ୍ତି। ତାଙ୍କର ବିବାହର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉଭଙ୍କର ପ୍ରୀ-ୱେଡିଂ ଉତ୍ସବ  ଆରମ୍ଭ ହୋଇ ସାରିଛି ।  ମେହେନ୍ଦୀ ପରେ ଏବେ ହଳଦୀର ଉତ୍ସବ ସମ୍ପନ୍ନ ହୋଇଯାଇଛି । ନେହା ସୋସିଆଲ ମିଡ଼ିଆରେ ହଳଦୀ ସେରେମନିର ଅନେକ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଛନ୍ତି , ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

इन फोटोज में हाथों में मेहंदी लगाए नेहा कक्कड़ पीले रंग के आउटफिट में नज़र आ रही हैं। रोहनप्रीत ने भी इसी रंग से मैचिंग करते हुए शेरवानी पहनी है। 

ଏହି ଫଟୋ ଗୁଡ଼ିକରେ ହାତରେ ମେହେନ୍ଦି ଲଗାଇ ନେହା କକ୍କର ହଳଦିଆ ଆଉଟ୍‌ଫିଟ୍‌ରେ ନଜର ଆସୁଛନ୍ତି । ରୋହନପ୍ରୀତ ମଧ୍ୟ ଏହି ରଙ୍ଗରେ ମ୍ୟାଚିଙ୍ଗ ଭଳି ଶେରୱାନି ପିନ୍ଧିଛନ୍ତି । ନେହା ସୋସିଆଲ ମିଡ଼ିଆରେ  ହଳଦୀ ଉତ୍ସବର ଫଟୋକୁ ଶେୟାର କରି କ୍ୟାପସନରେ ଲେଖିଛନ୍ତି , “#NehuPreet ର ହଳଦୀ ଉତ୍ସବ । ”

नेहा ने सोशल मीडिया पर हल्दी सेरेमनी की फोटोज शेयर करते हुए कैप्शन में लिखा है,

କହି ରଖୁଛି କି ନେହା ନିଜ ପରିବାର ସହ ଏବେ ଦିଲ୍ଲୀରେ । ଏହା ପୂର୍ବରୁ  ମେହେନ୍ଦୀ  ସେରେମନି ଫଟୋ ସାମନାକୁ ଆସିଥିଲା । ଏମିତି ଶୁଣିବାକୁ ମିଳୁଛି କି ଏହି ଦୁଇ ସଙ୍ଗୀତ କଳାକାରଙ୍କର ପ୍ରଥମ ସାକ୍ଷାତ୍‌ ନିକଟରେ ରିଲିଜ୍‌ ହୋଇଥିବା ମ୍ୟୁଜିକ୍‌ ଭିଡ଼ିଓ ‘ନେହୁ ଦା ବ୍ୟାହ’ ସେଟ୍‌ରେ ହୋଇଥିଲା ।  

बता दें कि नेहा अपने परिवार के साथ दिल्ली में हैं। इससे पहले मेहंदी सेरेमनी की फोटोज सामने आई थीं।