ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ନୂଆଦିଲ୍ଲୀ – ସିଙ୍ଗର ନେହା କକ୍କରଙ୍କ ଜୀବନରେ ସେହି ମୁହୂର୍ତ୍ତ ଆସିଛି , ଯାହାକୁ ସମସ୍ତେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଥିଲେ । ନେହା କକ୍କର ରୋହନପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗୁରୁଦ୍ୱାରାରେ ତାଙ୍କ ବାହାଘର ଅନୁଷ୍ଠିତ ହୋଇଛି ।

नेहा कक्कड़ और रोहनप्रीत सिंह

ନେହା-ରୋହନପ୍ରୀତଙ୍କ ଗୁରୁଦ୍ୱାରା ୱେଡିଂର ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ବିବାହରେ ନେହା ଓ ରୋହନପ୍ରୀତ କଲର କୋଅର୍ଡିନେଟେଡ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ନେହା ବିବାହ ପାଇଁ ଲାଇଟ୍‌ କଲରର ଆଉଟ୍‌ଫିଟ୍‌ ବାଛିଥିଲେ ।

नेहा कक्कड़ और रोहनप्रीत सिंह

ଭିଡ଼ିଓରେ ନେହାଙ୍କର ଫୁଲ୍‌ ଲୁକ୍‌ ତ ସ୍ପଷ୍ଟ ନଜର ଆସୁନି , ହେଲେ ଯେତିକି ଦେଖାଯାଉଛି , ନେହା ଏଥିରେ ବହୁତ ସୁନ୍ଦର ଲାଗୁଛନ୍ତି ।

View this post on Instagram

God bless her with Lord's of happiness and love ❤️ #nehudavyah #nehupreet _______________________❤️ @nehakakkar @rohanpreetsingh _________________________❤️ Tags ☺️ { #nehupreet #nehakakkarlove #nehudiaries #neheart #nehakakkarfc #Nehakakkar #nehuhappyneheartshappy #muteebaloveneha🙈❤️💖💗 #meriduniya🌍❤️ #nehusabkuchhai #nehupreet #nehakakkarsongs #NehuDaVyah #nehakakkar😘😘😘😘😘😘😘😘😘 #nehu🤗 #cutenessoverload #cutestcouple #lovefrompakistan #loveislove #nehuloveforever❤❤❤❤❤❤❤❤❤ #nehakakkarfansclubs #nehubabu🙈 #ilysm🥺❤️ #nehakakkarfanforever #instagram #instafashion #celebritycrush #toptags🔝 }

A post shared by •||𝙉𝙚𝙝𝙚𝙖𝙧𝙩 𝙈𝙪𝙩𝙚𝙚𝙗𝙖||•♡☻ (@nehu_obsession) on

ସୂଚନାଯେ, ନେହା କକ୍କରଙ୍କର ବିବାହକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା । ତାଙ୍କର ବିବାହର ପ୍ରି-ୱେଡିଂ ଫଙ୍କସନର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ସଙ୍ଗୀତ ସେରେମନିର ଡ୍ୟାନ୍ସ ଭିଡ଼ିଓ ମଧ୍ୟ ଚର୍ଚ୍ଚାରେ ଥିଲା ।

नेहा कक्कड़

ନେହା ନିଜର ହଳଦୀ ଓ ମେହନ୍ଦୀ ଉତ୍ସବର ଫଟୋକୁ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ଫଟୋରେ ନେହା ବହୁତ ଗର୍ଜିୟସ୍‌ ଲାଗୁଥିଲେ ।

   ସମ୍ବନ୍ଧିତ ଖବର


ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ଧୀବର: ଜାଲରେ ଲାଗିଲା ଏମିତି ଜିନିଷ, ରାତାରାତି ହୋଇଗଲେ ୨୫ କୋଟିର ମାଲିକ…

ମୁକେଶ ଅମ୍ବାନୀଙ୍କ ଗ୍ୟାରେଜରେ ଠିଆ ହୋଇଛି ସବୁଠାରୁ ମହଙ୍ଗା ଗାଡି, ଦେଖନ୍ତୁ କାର୍ କଲେକ୍ସନ

ଶିବସେନାରେ ଯୋଗଦେଲେ ଉର୍ମିଲା ମାତୋଣ୍ଡକର

ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଶୀର୍ଷାସନ : ଫଟୋ ସେୟାର କରି ଲେଖିଲେ, ‘ଡାକ୍ତର କହିଥିଲେ…’

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !