ହଟ୍ ଅନ୍ଦାଜରେ ନଜର ଆସିଲେ ନେହା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ ୧୪/୧: ନେହା ମଲ୍ଲିକ  ନିଜ ହଟ୍ ଲୁକ ସହ ନିଜ ଫିଟନେସ୍ ପାଇଁ ମଧ୍ୟ ଫ୍ୟାନ୍ସଙ୍କ ପ୍ରିୟ ଅଟନ୍ତି । ନେହା ଏବେ ନିଜ କାମରୁ ବ୍ରେକ୍ ନେଇ ଗୋଆରେ ଏନଜୟ କରୁଛନ୍ତି । ଏହି ମୂହୁର୍ତ୍ତର ଫଟୋ ମଧ୍ୟ ସେ ସେୟାର କରୁଛନ୍ତି । ଏଥିରେ ନେହା ବହୁତ ହଟ୍ ଲାଗୁଛନ୍ତି ।

ନେହା ଫେମସ ମଡେଲ୍
ନେହା ମଲ୍ଲିକ୍ ଯଦିଓ ଫିଲ୍ମ ଜଗତରେ ବେଶି କିଛି ସଫଳତା ପାଇପାରିଲେନି କିନ୍ତୁ ମଡେଲିଂ ଜଗତରେ ସେ ଏକ ବଡ ନାଁ ହାସଲ କରିସାରିଛନ୍ତି । ନେହା ୨୦୧୨ରେ ଅରବ ଫ୍ୟାସନ ୱିକରେ ଟପ୍ ୩ ମୋଷ୍ଟ ବ୍ୟୁଟିଫୁଲ୍ ମହିଳାଙ୍କ ମଧ୍ୟରେ ସାମିଲ ଥିଲେ ।ନେହା ବିକିନିରେ ବହୁତ ବୋଲ୍ଡ ଅନ୍ଦାଜରେ ଫଟୋ ସୁଟ୍ କରିଛନ୍ତି । ସେ ଲଗାତର ନିଜ ହଟ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଫ୍ୟାନ୍ସଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ।

ଗ୍ରୀନ୍ କଲର ବିକିନିରେ ନେହା ମଲିକ୍ ଅତି ସୁନ୍ଦର ନଜର ଆସୁଛନ୍ତି । ତାଙ୍କୁ ଦେଖି ତାଙ୍କଫ୍ୟାନ୍ସ ଦିୱାନା ହୋଇଯାଇଛନ୍ତି । ଏଥିରେ ଅନେକ କମେଣ୍ଟ୍ସ କରି ତାଙ୍କ ଫ୍ୟାନ୍ସ ତାଙ୍କୁ ପ୍ରଶଂସା କରୁଛନ୍ତି ।