PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ମନ୍ଦିରରେ କରନ୍ତୁ ନାହିଁ ଏଭଳି ଭୁଲ୍, ପଡ଼ିପାରନ୍ତି ବଡ଼ ଅସୁବିଧାରେ…

ଲୋକମାନେ ସବୁବେଳେ ମାନସିକ ଶାନ୍ତି ଏବଂ ଭଗବାନଠାରୁ ଆଶୀର୍ବାଦ ପାଇବା ପାଇଁ ମନ୍ଦିର ଯାଇଥାନ୍ତି। ହିନ୍ଦୁ, ମୁସଲମାନ କିମ୍ବା ଖ୍ରୀଷ୍ଟିଆନ ସମସ୍ତ ଧର୍ମର ଲୋକମାନେ ଈଶ୍ବରଙ୍କ ଉପରେ ବିଶ୍ୱାସ କରନ୍ତି। ମନକୁ ଶାନ୍ତ କରିବା ପାଇଁ ବ୍ୟକ୍ତି ମନ୍ଦିର, ମସଜିଦ, ଗୁରୁଦ୍ୱାର କିମ୍ବା ଚର୍ଚ୍ଚକୁ ଯାଇଥାନ୍ତି। ସନାତନ ଧର୍ମରେ ବିଶ୍ୱାସ କରାଯାଏ ଯେ ଭଗବାନଙ୍କ ଦର୍ଶନ ସହିତ ବ୍ୟକ୍ତିକୁ ପୂଣ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ।

କିନ୍ତୁ ଅନେକ ଥର ଅଜାଣତରେ ଆମେ ମନ୍ଦିରରେ କିଛି ଭୁଲ୍ କରିଦେଇଥାଉ। ଯେଉଁଥିପାଇଁ ଆମେ ଭଗବାନଙ୍କ ଆଶୀର୍ବାଦ ଏବଂ ପୂଣ୍ୟ ଆମକୁ ମିଳିନଥାଏ। ତେବେ ଏହା ବି ଜାଣିବା ଦରକାର ଯେ, ମନ୍ଦିରରେ ଏମିତି କି କଥା ଅଛି ଯାହାକୁ ଧ୍ୟାନରେ ରଖିବା ବହୁତ ଜରୁରୀ ଅଟେ।

୧. କାହା ସମ୍ମୁଖରେ ଠିଆ ହେବା ଉଚିତ୍‌ ନୁହେଁ : କୁହାଯାଏ କି, ମନ୍ଦିରକୁ ସବୁବେଳେ ଭକ୍ତି-ଭାବର ସହିତ ଯିବା ଉଚିତ୍‌। ଯଦି କୌଣସି ବ୍ୟକ୍ତି ଭଗବାନଙ୍କ ଦର୍ଶନ କରୁଛି ତାବେ ତାଙ୍କ ଆଗକୁ ଯାଇ ତାଙ୍କ ସାମ୍ନାରେ ଠିଆ ହେବା ଉଚିତ୍‌ ନୁହେଁ।

୨. ପରିକ୍ରମା : ଅନେକ ଥର ଲୋକମାନେ ଜାଣନ୍ତି ନାହିଁ କେଉଁ ଦିଗରୁ ପରିକ୍ରମା ଆରମ୍ଭ କରିବା ଉଚିତ୍‌। ଜ୍ୟୋତିଷଙ୍କ ଅନୁଯାୟୀ, ପରିକ୍ରମା ସବୁବେଳେ ଓଲଟା ହାତରୁ ଆରମ୍ଭ କରି ସିଧା ହାତ ଆଡ଼କୁ ଶେଷ କରିବା ଉଚିତ୍‌।

୩. ବେଲ୍ଟ ପିନ୍ଧନ୍ତୁ ନାହିଁ : ଆପଣ ମଧ୍ୟ ଦେଖିଥିବେ ଅନେକ ମନ୍ଦିରରେ ପ୍ରବେଶ ପୂର୍ବରୁ ବାହାରେ ଚେକିଂ ସମୟରେ ବେଲ୍ଟ ଖୋଲିବାକୁ କୁହାଯାଏ। ଏମିତିରେ ମନ୍ଦିରକୁ ଯିବା ସମୟରେ ବେଲ୍ଟ କିମ୍ବା ଚମଡ଼ାରେ ତିଆରି କୌଣସି ଜିନିଷ ନେବା ଉଚିତ୍‌ ନୁହେଁ। କାରଣ ଚମଡ଼ାକୁ ଅଶୁଦ୍ଧି ମାନାଯାଇଥାଏ।

୪. ମୂର୍ତ୍ତି ସାମ୍ନାରେ ଠିଆ ହୁଅନ୍ତୁ ନାହିଁ : ମନ୍ଦିରରେ କେବେ ବି ଭଗବାନଙ୍କ ମୂର୍ତ୍ତିଙ୍କ ସାମ୍ନାରେ ଠିଆ ହେବା ଉଚିତ୍‌ ନୁହେଁ। କୁହାଯାଏ କି ଭଗବାନଙ୍କ ମୂର୍ତ୍ତିରୁ ଦ୍ରୁତ ଶକ୍ତି ଉତ୍ପନ୍ନ ହୁଏ । ଯାହା ମଣିଷ ବହନ କରିବା ଅସମ୍ଭବ ଅଟେ।

୫.  ମନ୍ଦିରରେ ଜୋରରେ କହିବା ଏବଂ ହସିବା ମନା : କୁହାଯାଏ କି ମନ୍ଦିରରେ କେବେ ବି ଜୋର୍‌ରେ ହସିବା କିମ୍ବା ଜୋର୍‌ କଥା ହେବା ଉଚିତ୍‌ ନୁହେଁ। କୁହାଯାଏ କି ଯଦି ଆପଣ ଏପରି କହନ୍ତି ତାହେଲେ ଅନେକ ଲୋକଙ୍କୁ ପୂଜାରେ ବାଧା ଆସିଥାଏ। ଏଭଳି କରିବା ଦ୍ବାରା ଭଗବାନ ମଧ୍ୟ କ୍ରୋଧିତ ହୁଅନ୍ତି।