PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଘରର ଏହି କୋଣରେ ରଖନ୍ତୁ ନାହିଁ ଘଡ଼ି, ସୁଖ ସମୃଦ୍ଧିରେ ଆସିପାରେ ବାଧା

ଜୀବନରେ ଟିକେ ଖୁସି ପାଇବା ପାଇଁ ଲୋକେ କେତେ କ’ଣ କରୁଛନ୍ତି। ମାତ୍ର କିଛି କାରଣ ପାଇଁ ଲୋକଙ୍କ ଜୀବନରେ ଖୁସି ଆସିକି ବି ତାଙ୍କ ପାଖରୁ ଫେରିଯାଏ। ଏହି ଅବସ୍ଥିତିରେ ଲୋକେ ଭାବନ୍ତି କି ଏମିତି କ’ଣ କରିବା ଦରକାର କି ଆମ ଜୀବନରେ ଖୁସି ଆସିବ ମାତ୍ର କେବେ ଫେରି ଯିବ ନାହିଁ। ସତରେ ଯଦି ଆପଣ ନିଜ ଜୀବନରେ ଖୁସି ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସକୁ। ଯାହାଦ୍ବାରା ଆପଣଙ୍କ ଜୀବନରେ କଷ୍ଟ ଦୂର ହୋଇଯିବ।

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଦକ୍ଷିଣ ଦିଗରେ ଘଡ଼ି ରଖନ୍ତୁ ନାହିଁ। କାରଣ ଏହି ଦିଗରେ କଳା ସାୟା ରହିଥାଏ ବୋଲି କୁହାଯାଏ। ଏହା ବ୍ୟତୀତ ଘରର ମୁଖିଆଙ୍କ ଦେହ ସବୁବେଳେ ଖରାପ ହେବା ସହିତ ଆୟୁ ମଧ୍ୟ କମ ହୋଇଯାଏ।

ଫ୍ରିଜକୁ ମଧ୍ୟ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ଏହି ଦିଗରେ ଅଗ୍ନି ତତ୍ତ୍ବର ପ୍ରତିନିଧିତ୍ବ କରିଥାଏ। ଦକ୍ଷିଣ ପଶ୍ଚିମ କୋଣରେ ଘଡ଼ି ରଖନ୍ତୁ।

ଦକ୍ଷିଣ ଦିଗରେ ଅଲମାରୀ, ଟଙ୍କା ବାକ୍ସ, ସୁନା ବାକ୍ସ ଅଥବା ଯେଉଁଥିରେ ଧନ ସମ୍ପତ୍ତି ରଖୁଛନ୍ତି ତାହା ରଖନ୍ତୁ ନାହିଁ । ଆପଣ ଯେତିକି କମାଉଥିବେ ତାହାଠାରୁ ଅଧିକ ଖର୍ଚ୍ଚ ହୋଇଯିବ। ଦକ୍ଷିଣ ଦିଗରେ ଯଦି ଆକ୍ବାରିୟମ୍ ରଖୁଛନ୍ତି ତାହା ଆପଣଙ୍କ ଘର ପାଇଁ ଭଲ।