୨୦ କରୋନା ଆକ୍ରାନ୍ତଙ୍କ ଆସିଲା ତଥ୍ୟ, ରହିଛି ସୁରଟ ଲିଙ୍କ୍

ଭୁବନେଶ୍ବର ୭/୫: ଓଡିଶାରେ ଉଦ୍‌ବେଗଜନକ ହାରରେ ବଢ଼ିବାରେ ଲାଗିଛି କରୋନା। ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୦ଜଣ ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ପଞ୍ଝା ମାରି ଚାଲିଛି କରୋନା। ୧୮ଜିଲ୍ଳାକୁ କରୋନା ବ୍ୟାପିଛି। ଆଜି ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଳାରେ ୨୦ ଚିହ୍ନଟ ହୋଇଛନ୍ତି। ପ୍ରଥମ କରି କରୋନା ମ୍ୟାପରେ ମୟୂରଭଞ୍ଜ ଜିଲ୍ଲାରେ ସାମିଲ ହୋଇଛି। ଆଜି ଚିହ୍ନଟ୍ ସମସ୍ତ ଆକ୍ରାନ୍ତ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଗଞ୍ଜାମ ଜିଲ୍ଳାରେ ଚିହ୍ନଟ୍ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ବୟସ ଯଥାକ୍ରମେ, ୨୭,୨୭,୨୦,୩୮,୨୩,୨୯,୫୦,୩୦,୨୯,୨୧,୪୩,୪୩,୩୯,୪୬,୧୮,୨୪ ପୁରଷ ରହିଛନ୍ତି। ସେହିପରି ୨୦ ବର୍ଷିୟ ଯୁବତୀ ଥିବା ସୂଚନା ମିଳିଛି।

ସେହିପରି ମୟୂରଭଞ୍ଜ ଜିଲ୍ଲରେ ୩ଜଣ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। ସଂପୃକ୍ତ ସଂକ୍ରମିତଙ୍କ ବୟସ ଯଥାକ୍ରମେ ୨୧, ୩୬ଓ ୪୪ ରହିଛି। ଆଜି ଚିହ୍ନଟ୍ ହୋଇଥିବା ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ସୂଚନା ଦିଆଯାଇଛି।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଏହି ଦେଶର ରାଜା ନିଜ କୁକୁରକୁ କଲେ ଏୟାରଫୋର୍ସ ଚିଫ୍,୨୦ ସେକ୍ସ ସୋଲଜରଙ୍କ ସହ ବିଦେଶରେ ବିତାଉଛନ୍ତି ବିଳାସପୂର୍ଣ୍ଣ ଜୀବନ

ଭାରତକୁ ଆସିବା ପାଇଁ ସମସ୍ତଙ୍କୁ ଅନୁମତି ଦେଲା ଗୃହମନ୍ତ୍ରଣାଳୟ, କେବଳ ଏମାନଙ୍କ ପ୍ରବେଶ ଉପରେ ରହିଛି କଟକଣା

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା